ଆଦାନୀ ବିରୋଧରେ ଆମେରିକାର ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତ ସମେତ ଓଡିଶାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।
ଏହାରି ଭିତରେ ଭାରତର ଦୁଇ ପ୍ରମୁଖ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଂଜ ଓ ନାସନାଲ ଷ୍ଟକ ଏକ୍ସଚେଂଜ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ଏହି ଦୁଇ ସଂସ୍ଥା ଏବେ ସେବି ଜରିଆରେ ଆଦାନୀ ଗ୍ରୁପକୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆଦାନୀ ସମୂହ ସ୍ପଷ୍ଟୀକରଣ ଦେବା ପରେ ତାକୁ ସାର୍ବଜନୀନ କରାଯାଇପାରେ। ସେଥିରେ କୌଣସି ଅନିୟମିତାତା ଧରାପଡ଼ିଲେ ସେବି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରେ ବୋଲି ଚର୍ଚ୍ଚା ହେଉଛି ।
କେମିତି ଧରାପଡିଲା ଆଦାନୀ ଗ୍ରୁପର ‘ଲାଞ୍ଚ’ ଘଟଣା?
ପୁତୁରା ସାଗର ଆଦାନୀଙ୍କ ହ୍ସାଟସଆପରୁ ମିଳିଥିଲା ସୁରାକ୍
ଆମେରିକାର ନ୍ୟୁୟର୍କ କୋର୍ଟରେ ଆଦାନୀ ଗ୍ରୁପ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏଥିରେ ଯେଉଁ ନା ସାମିଲ ରହିଛି ତା ମଧ୍ୟରୁ ଆଦାନୀଙ୍କ ପୁତୁରା ସାଗର ଆଦାନୀ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ । ଆମେରିକା ଆଇନଜୀବୀଙ୍କ ଦାବି , ସାଗର ଆଦାନୀ ହିଁ ଯାଚୁଥିଲେ ଲାଞ୍ଚ । କୋଟି କୋଟି ଟଙ୍କାର ଡିଲ ନେଇ ତାଙ୍କ ଫୋନକୁ ଆସୁଥିଲା ମେସେଜ। କୋର୍ଟରେ ଏହାକୁ କୁହାଯାଇଛି ‘ବ୍ରାଇବ୍ ନୋଟ୍’ ବା ‘ଲାଞ୍ଚ ପତ୍ର’ । ସାଗର ଆଦାନୀଙ୍କ ହ୍ବାଟସଆପ୍ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି । ତେବେ ପ୍ରାୟ ୨ ହଜାର କୋଟିର ଏହି ଲାଞ୍ଚ କାରବାରର ମୁଖ୍ୟ ଅଭିଯୁକ୍ତ
‘ଆଦାନୀ ଲାଞ୍ଚ’ ଝଡ଼
ମୁଖ୍ୟ ଅଭିଯୁକ୍ତ ‘ସାଗର’
ସାଗର ଆଦାନୀ ହେଉଛନ୍ତି ଗୌତମ ଆଦାନୀଙ୍କ ପୁତୁରା
ଗୌତମଙ୍କ ଭାଇ ରାଜେସ ଆଦାନୀଙ୍କ ପୁଅ