ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମେ 5ତାରିଖରୁ ଆରମ୍ଭ କରିବେ 5T ଅଧୀନରେ ଥିବା ବିଭାଗ ଗୁଡିକର ସମୀକ୍ଷା. ଯୋଉ ଅର୍ଥ ଦିଆଯାଇଛି ବିଭାଗକୁ ସେଥିରୁ 5ଟି ବିଷୟରେ କହିବେ ମନ୍ତ୍ରୀ. ଯଥା କାମ କେତେ ହେଇଛି. ଅର୍ଥ ର ବିନିଯୋଗ କିପରି ହେଇଛି. ବିଭାଗୀୟ ଅଧିକାରୀ ମାନଙ୍କ କିପରି ସହଯୋଗ ରହିଛି. ଓ କାମ ଉପରେ ଅଭିଯୋଗ କଣ କିଛି ହେଇଛି ଯଦି ଅଭିଯୋଗ ଅଛି କୋଉ ପ୍ରକାର ର ଅଭିଯୋଗ ସମାଧାନ କଣ ହେଇଛି.. ମୋ ସରକାର ହେବା ପରେ ସରକାରୀ ଅଧିକାରୀ ମାନଙ୍କ କାର୍ଯ୍ୟ ଶୈଳୀ ବିଷୟରେ ଆବଶ୍ୟକ ତଥ୍ୟ ଦେବେ ବିଭାଗୀୟ ମନ୍ତ୍ରୀ..