‘ଭାରତ ସ୍ୱାଧୀନ ହେଲେ କଣ ଲାଭ ହେବ ଯଦି ସାମ୍ବାଦିକମାନେ ଲୋକଙ୍କୁ ନ ବୁଝାଇ ଟୁଁଗୁରୁ ଭୋଳ ଉପରେ ନ୍ୟୁଜ ଦେଖାଇଥାନ୍ତେ ତାହାହେଲେ ଆଜି ଦେଶର ସ୍ଥିତି କଣ ହୋଇଥାନ୍ତା?
ଲୋକ ଏ ସବୁ ଦେଖୁଥିବାରୁ ଗଣମାଧ୍ୟମ ଏ ସବୁ ଦେଖାଉଛି! ତେଣୁ ‘ଗଣ ସ୍ୱାର୍ଥରେ ଗଣମାଧ୍ୟମ’ ନାହିଁ ବୋଲି କହିବା ଠିକ ନୁହେଁ! ଦର୍ଶକମାନେ ନିଜର ପରିପକ୍ଵତା ଦେଖାନ୍ତୁ। କଣ୍ଟେଣ୍ଟ ବା ପ୍ରସଙ୍ଗ ବଦଳିବ’- ଦିଲ୍ଲୀପ ବିଶୋୟୀ