Spread the love

ଫିଲିଫାଇନ୍ସରେଘୂର୍ଣ୍ଣିଝଡ଼: ୧୩୬ମୃତb-ମାନିଲା: ଫିଲିଫାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ‘ଟ୍ରାମି’
ଘୂର୍ଣ୍ଣିଝଡ଼ ପ୍ରଭାବରେ ଫିଲିଫାଇନ୍ସରେ ପ୍ରବଳ ବର୍ଷା ସହ ପବନ
୧୩୬ ଜଣଙ୍କ ମୃତ୍ୟୁ, ପ୍ରାୟ ୪୦ ଜଣଙ୍କ ମିଳୁନି ପତ୍ତା.
ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ଅନେକ ଘର କ୍ଷତିଗ୍ରସ୍ତ.
ନାବାଳିକା ମୃତ୍ୟୁ ଯାଜପୁର ଯୁବକଗିରଫ ବେଙ୍ଗଳୁରୁରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲା
ଯାଜପୁର ବ୍ୟାସନଗରରେ ତାମିଲନାଡୁ ପୋଲିସର ଚଢ଼ାଉ
ବେଙ୍ଗଳୁରୁରେ ଚାକିରି କରୁଥିବା ଜଣେ ଯୁବକ ଗିରଫ.
ତାଙ୍କ ଘରେ କାମ କରୁଥିବା ନାବାଳିକାର ମୃତ୍ୟୁ ହୋଇଥିଲା
ତାମିଲନାଡୁରେ ମୃତଦେହ ଉଦ୍ଧାର ପରେ ଚାଲିଥିଲା ତଦନ୍ତ.
▫️

ଏବେ ବି ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର, ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
▫️ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।
ପାଞ୍ଜିଗଣନାନଭେମ୍ବରରେ_ଭୂମିକମ୍ପ !
ପାଞ୍ଜିର ଭବିଷ୍ୟବାଣୀ । ନଭେମ୍ବର ମାସରେ ଓଡିଶାକୁ ଭୂମିକମ୍ପ ଭୟ । ଲଘୁଚାପ ବୃଷ୍ଟିର ବି ରହିଛି ସମ୍ଭାବନା । ପୂର୍ବରୁ ଲଘୁଚାପ ନେଇ କହିଥିଲା ପାଞ୍ଜି । ସତ ହୋଇଥିଲା ଆକଳନ ।

Related Post

Leave a Reply

Your email address will not be published. Required fields are marked *

You Missed