Spread the love

କନ୍ଧମାଳ : ହୋମଗାର୍ଡ କର୍ମକର୍ତ୍ତା ଙ୍କର ମହାନତା..ହୋମଗାର୍ଡ ଙ୍କର ବାପା ଙ୍କ ଦଶାହ କାର୍ଯ୍ୟରେ କଲେ ସହାୟତା

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନରେ ଥିବା କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ଙ୍କ ବାପା ଙ୍କର ଅକାଳ ବିୟୋଗ ରେ ମୃତ୍ୟୁ ହେଇଥିବା ଖବର୍ ହୋମଗାର୍ଡ ଜଣଙ୍କ ସମସ୍ତ ଷ୍ଟାପ୍ ଙ୍କୁ ଜଣେଇ ଥିଲେ l ଥାନା ରେ ଥିବା ପ୍ଲାଟୁନ୍ କମାଣ୍ଡର୍ ହୋମଗାର୍ଡ ଶ୍ରୀ କାଁହୁ ବାବୁ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଉକ୍ତ ଖବର ପାଇ ବାଲିଗୁଡ଼ା ଥାନାର ସମସ୍ତ ହୋମଗାର୍ଡ କର୍ମଚାରୀ ଙ୍କ ସହିତ ସମସ୍ତ ଷ୍ଟାପ୍ ସମଦେଦନା ଜଣେଇଥିଲେ l ବାଲିଗୁଡ଼ା ଥାନା ହୋମଗାର୍ଡ ସଂଘ ର ପ୍ଲାଟୁନ୍ କମାଣ୍ଡର୍ କାଁହୁ ବାବୁ ଙ୍କ ସମେତ ସମସ୍ତ ହୋମଗାର୍ଡ କର୍ମଚାରୀ ମିଶି ଏକ ଜରୁରୀ କାଳିନ ବୈଠକ କରି ବୈଠକ ରେ ହୋମଗାର୍ଡ ସାଥି ଭାଇଙ୍କର ବାପା ଙ୍କ ଦଶାହ କାର୍ଯ୍ୟ କୁ କିପରି ସହାୟତା ସହଯୋଗ କରିପାରିବା ସେ ନେଇଁ ଆଲୋଚନା କରିଥିଲେ l ବୈଠକରେ ଥିବା ସମସ୍ତ ହୋମଗାର୍ଡ କର୍ମଚାରୀ ମାନଙ୍କ ସୁ ଚିନ୍ତକ ଅନୁଯାଇ ନିଜର ସକ୍ଷମ ଅନୁଯାଇ ଦଶାହ କାର୍ଯ୍ୟ ରେ ପହଞ୍ଚି ପରିବାର ବର୍ଗଙ୍କୁ ସହଯୋଗ କରିବା ସହିତ ସହାୟତା ର ହାତ ବଢ଼େଇଛନ୍ତି l ବାଲିଗୁଡ଼ା ଥାନା ହୋମଗାର୍ଡ କର୍ମଚାରୀ ମାନଙ୍କର ଏଭଳି ମହୋତ୍ୟୁ ପୂର୍ଣ୍ଣ କାର୍ଯ୍ୟ କୁ ଦେଖି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, କାର୍ଯ୍ୟକାରିଣୀ ସଭାପତି ଅକ୍ଷୟ କୁମାର ରାୟ, ସମ୍ପାଦକ ରିହାଜୁଦିନ, ଉପ ସଭାପତି ବିରାଜ କୁମାର ପ୍ରଧାନ,ହୋମଗାର୍ଡ ସଂଘ ର ପରାମର୍ସ ଦାତା କୁନା ଦିଗାଲ , କ୍ଷୀରଦ କୁମାର ସାହାଣୀ, ସଂଘରେ ନୂତନ ଭାବେ ଜଡିତ ହେଇଥିବା ପରାମର୍ଶ ଦାତା ବରିଷ୍ଟ ଆଇନ୍ ଯିବି ଭଗବାନ ମହାନ୍ତି ଙ୍କ ସମେତ ବାଲିଗୁଡ଼ା ଥାନାର ସମସ୍ତ ଷ୍ଟାପ୍ ଏବଂ ପରିବାର ବର୍ଗ ଙ୍କ ସମେତ ଜିଲ୍ଲା ହୋମଗାର୍ଡ ସଂଘ ର ସମସ୍ତ କର୍ମକର୍ତା ଧନ୍ୟବାଦ ଜଣେଇବା ସହିତ ହୋମଗାର୍ଡ କର୍ମଚାରୀ ମାନଙ୍କ ର ଏଭଳି ଏକତା ବଜାଇ ରହୁ ଓ ତାଙ୍କର ସହପରିବାର ବର୍ଗ ଙ୍କୁ ଭଗବାନ ଘଣ୍ଟ ଘୋଡ଼େଇ ରଖିଥାଉ ବଲି ଖୁସିବ୍ୟକ୍ତ ହେଉଛନ୍ତି l

Leave a Reply

Your email address will not be published. Required fields are marked *