ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
୨ଦିନ ତଳର ରିଭ୍ୟୁ ଅନୁସାରେ ୯୨ ଲକ୍ଷ ପଞ୍ଜୀକରଣ କଲେଣି’
‘ସପ୍ତାହେ ଭିତରେ ପଞ୍ଜୀକରଣ ସଂଖ୍ୟା ଏକ କୋଟି ଛୁଇଁବ’
‘ପଞ୍ଜୀକରଣ ସରିଲା ପରେ ତଥ୍ୟ ଯାଞ୍ଚ କରିବୁ’
‘ତଥ୍ୟ ଯାଞ୍ଚ ପରେ ଶୀଘ୍ର ଆକାଉଣ୍ଟକୁ ଯିବ ଟଙ୍କା’
୨୫ ଲକ୍ଷ ୧୧ ହଜାର ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା
‘ଧର୍ଯ୍ୟ ରଖନ୍ତୁ , ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବ ଟଙ୍କା’
‘ମାର୍ଚ୍ଚ ୮ରେ ଏକାସହ ସମସ୍ତଙ୍କୁ ଯିବ ଦ୍ବିତୀୟ କିସ୍ତି ଟଙ୍କା’