Spread the love

ଗତ ନିର୍ବାଚନ ରେ ମୋ ଦେହ ଖରାପ ଥିବାରୁ ମୁଁ ନିର୍ବାଚନ ଲଢ଼ିବାକୁ ଇଛା କରିନଥିଲି. ସେଥିପାଇଁ ମୁଁ ଇସ୍ତଫା ଦେଇଥିଲି. ବର୍ତମାନ ମୁଁ ସମ୍ପୂର୍ଣ ସୁସ୍ଥ ଓ ଆମ ମୁଖିଆ ନବୀନ ବାବୁଙ୍କୁ ଅନୁରୋଧ କରୁଛି ପୁନର୍ବାର ଦଳ କୁ ଫେରିବି ଓ ଦଳକୁ ଆଗକୁ ନେବା ପାଇଁ ମୋର ପ୍ରୟାସ ଜାରି ରଖିବି.

ବିଜେଡ଼ି ଦଳ ଆହୁରି ସୁଦୃଢ଼ ହେବାରେ ଲାଗିଛି, ଲୋକଙ୍କ ବିଶ୍ୱାସ ଓ ଭଲପାଇବା ଦଳ ପ୍ରତି ବଢ଼ିବାରେ ଲାଗିଛି। କ୍ଷମତାରେ ନ ଥାଇ ମଧ୍ୟ ଜନତାଙ୍କ ପାଇଁ ସମର୍ପିତ ଭାବନା ଦେଖି ବିଜୁ ଜନତା ଦଳକୁ ପୁଣି ଫେରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ର ଲେଖିଲେ ପୂର୍ବତନ ବିଧାୟକ ଭାଗୀରଥି ସେଠୀ।

Leave a Reply

Your email address will not be published. Required fields are marked *