Spread the love

ଗଞ୍ଜାମ ଜିଲ୍ଲା ରେ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ଆନୁକୂଲ୍ୟରେ ବିଭିନ୍ନ ସହର ର ଶ୍ରଦ୍ଧାଳୁ ଙ୍କ ଆୟୋଜିତ କାର୍ଯ୍ୟକ୍ରମ ଆନୁକୂଲ୍ୟରେ.. ବିଶେଷ କରି ବ୍ରହ୍ମପୁର ସହର ରେ ହଜାର ହଜାର ଭକ୍ତଙ୍କ ଗହଣରେ ମା ଙ୍କ ସହର ପରିକ୍ରମା.. ଶୁଣାଯାଏ ଗଞ୍ଜାମ ର ଲୋକମାନେ ଯିଏ ଯୁଆଡେ ରହୁ ଏହି ପ୍ରସିଦ୍ଧ ମା ଙ୍କ ନିର୍ଦେଶରେ ସମସ୍ତେ ନିଜ ନିଜ ଗାଁ କୁ ଆସି ମା ବୁଢ଼ୀ ଠାକୁରାଣୀ ଙ୍କ ପୁରାତନ ପରମ୍ପରା ଓ ବିଧିବିଧାନ ଅନୁଯାଇ ପାଳନ କରନ୍ତି

Leave a Reply

Your email address will not be published. Required fields are marked *