Spread the love

ପ୍ରେମ, ସମ୍ପର୍କ ଆଉ ଧୋକା….ଏମ୍ସ କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା ଅଭିଯୋଗ ।
ଭୁବନେଶ୍ୱର ଏମ୍ସ ହସ୍ପିଟାଲର କର୍ମଚାରୀଙ୍କ ନାଁରେ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗ।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ରକ୍ତ କର୍କଟ ହେବା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ କର୍ମଚାରୀ ଜଣଙ୍କ ମହିଳାଙ୍କୁ ସାହାଯ୍ୟ ନାଁରେ ସଂପର୍କ ବଢାଇଥିଲେ।

Leave a Reply

Your email address will not be published. Required fields are marked *