Spread the love

ଭୁବନେଶ୍ୱର ରେ ଚାଞ୍ଚଲ୍ୟ. ଜମି ମାଫିଆ ମାନେ ତିଆରି କରିଛନ୍ତି ପୋଜେସନ ନେବାକୁ ଗ୍ୟାଙ୍ଗ..ସେଥିରେ ମହିଳା ମାନେବି ଅଛନ୍ତି.ସ୍ଥାନୀୟ ନୂଆପାଲି ଅଞ୍ଚଳରେ ଥିବା ଏକ ଇଜିମାଇଲ ଜମିକୁ କିଣି ଥିବା ଭୁବନେଶ୍ୱର ର ଜଣେ ବ୍ୟକ୍ତି ଶେଷରେ ମାଫିଆ ମାନଙ୍କ ସହଯୋଗରେ ରାତାରାତି କିଣିଥିବା ଜମିରେ ଥିବା ବ୍ୟବସାୟ ଅନୁଷ୍ଠାନ ଗୁଡିକୁ ଭାଙ୍ଗିଲେ. ଅଭିଯୋଗ ହେଲା ପରେ ପୋଲିସ କମିଶନର ତୁରନ୍ତ ଏକ ସ୍କ୍ୱାଡ଼ ଗଠନ କରି ସାତ ଜଣ ଙ୍କୁ ଅଣ୍ଟାରେ ରସିବାନ୍ଧି ରାସ୍ତାରେ ଚଳେଇ ଚଳେଇ ନେଲେ. ଏବଂ ପୋଲିସ ପ୍ରଶାସନ ଏକ ଟିମ ଗଠନ କରିଛନ୍ତି ଏହିଭଳି ଆଉ କେଉଁମାନେ ଭୁବନେଶ୍ୱର ରେ ଅରାଜକତା ସୃଷ୍ଟିକରୁଛନ୍ତି ସେମାନଂକୁ ଖୁବ ଶୀଘ୍ର ଚି଼ହ୍ନଟ କରାଯାଇ ଜେଲ ପଠାଯିବ.ଭୁବନେଶ୍ୱର ରେ ବୁଦ୍ଧିଜୀବୀ ମାନେ CP.DCP. ଙ୍କୁ ଏହିପରି ଜୋରଦାର ଆକ୍ସନ କୁ ସ୍ୱାଗତ କରିଛନ୍ତି..

 

 

 

Leave a Reply

Your email address will not be published. Required fields are marked *