Spread the love

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
best wishes on the holy occasion of Shri Krishna Janmashtami.”

The One who manifests all creation today reveals Himself, where the boundary between the Manifestor and the manifested dissolves. In the sanctum of the Shree Mandira, the Supreme Lord Jagannath brings forth the birth of Lord Krishna. Thereafter, Jagannath Mahaprabhu Himself plays the divine role of His own manifestation.

ସମସ୍ତ ସୃଷ୍ଟିକୁ ସ୍ୱଶରୀର ରୁ ବିସ୍ତାର କରୁଥିବା ପରମେଶ୍ୱର ଆଜି ନିଜେ ନିଜକୁ ପ୍ରକାଶ କରୁଛନ୍ତି, ଯେଉଁଠାରେ ଅବତାର ଓ ଅବତାରୀ ମଧ୍ୟରେ କୌଣସି ଭେଦ ନଥିବାର ସ୍ପଷ୍ଟ ହୁଏ।

ଶ୍ରୀମନ୍ଦିରର ପବିତ୍ର ଗର୍ଭାଳୟ ପରମେଶ୍ୱର ଶ୍ରୀ ଜଗନ୍ନାଥ ପରମାତ୍ମା ଶ୍ରୀକୃଷ୍ଣଙ୍କୁ ସ୍ଵଶରୀର ରୁ ବିସ୍ତାର କରନ୍ତି। ପରେ ଜଗନ୍ନାଥ ମହାପ୍ରଭୁ ନିଜେ ନିଜ ବିସ୍ତାର ଶ୍ରୀକୃଷ୍ଣ ଙ୍କ ସ୍ୱରୂପକୁ ଗ୍ରହଣ କରି କୃଷ୍ଣଲୀଳାକୁ ଅନୁଷ୍ଠିତ କରନ୍ତି।
ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ! ଦିବ୍ୟ ଚତୁର୍ଦ୍ଧଶ ବ୍ରହ୍ମାଣ୍ଡର ମଙ୍ଗଳ ବିଧାନ କରି ସ୍ବୟଂ ନାରାୟଣ ସୃଷ୍ଟି ପାଳନ କରୁଛନ୍ତି । ସେହି ଶ୍ରୀକୃଷ୍ଣ ଭଗବାନଙ୍କୁ ମୋର ମଥାନତ ପ୍ରଣାମ ।
ବିଭୁ ଆଚାର୍ଯ୍ୟ

Related Post

Leave a Reply

Your email address will not be published. Required fields are marked *