ରିମାଣ୍ଡବେଳେଖୋଲିଲାସତ୍ୟଜିତରସାଙ୍ଘାତିକ_ସତ
ଏକାଧିକ ମହିଳାଙ୍କ ଠାରୁ ୫୦ଲକ୍ଷ ଠକିଛି ସତ୍ୟଜିତ
୨ଟି ନୂଆ ଗାଡ଼ି କିଣିବାକୁ ଆଡଭାନ୍ସ ଦେଇଥିଲା ସତ୍ୟଜିତ
ଗାଡ଼ି ସୋ’ ରୁମକୁ ପଚରାଉଚରା କରିବ ପୋଲିସ
ପୋଲିସ ସ୍କାନରରେ ସତ୍ୟଜିତଙ୍କ ଭାଇ ବିଶ୍ୱଜିତ
ସତ୍ୟଜିତର ଗାଡ଼ି କେଉଁଠି ଭଡ଼ାରେ ଲାଗିବ ବୁଝୁଥିଲା ବିଶ୍ୱଜିତ
ରହସ୍ୟମୟୀଙ୍କୁ ଜେରା ପରେ ଅନେକ ତଥ୍ୟ ମିଳିଛି
ତାଙ୍କୁ ଟଙ୍କା ସମ୍ବନ୍ଧୀୟ ତଥ୍ୟ ପଚରାଉଚାରା କରାଯାଇଥିଲା
ରହସ୍ୟମୟୀ ସତ୍ୟଜିତର ଠକେଇ ଶିକାର ହୋଇଥିଵା ଅଭିଯୋଗ
ରହସ୍ୟମୟୀଙ୍କ ଅଭିଯୋଗ ଉପରେ ତଦନ୍ତ କରୁଛି ପୋଲିସ