Spread the love

କାମାକ୍ଷାନଗର: କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ

୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଢେଙ୍କାନାଳ ପୋଲିସ ବିଦ୍ୟୁତ୍‌ ସାମ୍ରଗୀ ସହ ବିଭିନ୍ନ ଚୋରି ସାମଗ୍ରୀ ଜବତ କଲା ପୋଲିସ
ସରକାରୀ ସ୍କୁଲ ଓ ପଞ୍ଚାୟତ ଅଫିସକୁ ଟାର୍ଗେଟ କରି ଚୋରି କରୁଥିଲେ
ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାରେ ସକ୍ରିୟ ଥିଲା ଗ୍ୟାଙ୍ଗ.
୩ ବର୍ଷରେ ୬୪ଟି ଅପରାଧିକ ମାମଲାରେ ଜଡ଼ିତ ଥିଲେ

Leave a Reply

Your email address will not be published. Required fields are marked *