Spread the love

Bharat Mata ?? Father of Nation ??
Great Controversy…. Great Confusion…. Great Fight….Great Political Matter.,….Great Expectation……Question without appropriate answer. Based on our sanatan dharma /Sashtra /Ved/Upanisad,I am just trying to find the answer why bharat is called as “MATA”.Bharat is named from great king BHARATA “Son of Dusmnta & Sakuntala”.Is king bharata a female ???So why politics is played by the politician raising gender issue for our great nation.

ଅପ୍ରିୟ କଥା!
ଅଡ଼ୁଆ ପ୍ରଶ୍ନ ?? ଭାରତ ମାତା ଓ ଜାତିର ପିତା ?? ୨ଟି ପ୍ରଶ୍ନ ଅନେକ ସମୟରେ ଆସିଛି କିନ୍ତୁ ଉତ୍ତର ମିଳିନି । ନେତାଙ୍କ ଭିତରେ ବିବାଦ ଚାଲିଛି ଏ ପ୍ରଶ୍ନକୁ ନେଇ । ଭାବିଲି ଉତ୍ତର ଖୋଜିବାକୁ ଚେଷ୍ଟା କରିବା ଓ କବିତା ମାଧ୍ୟମରେ ଭାବନାକୁ ପ୍ରକଟ କରିବା ।
ପୁରାଣ କହେ ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ଭରତ । ରାଜା ଭରତଙ୍କ ନାମ ଅନୁସାରେ ଆମ ଦେଶର ନାଁ ଭାରତ ହେଇଛି ।ମାତୃଭୂମି ମାତା ସମାନ ।ତେଣୁ ହୁଏତ ପଣ୍ଡିତ ମାନେ ଭାଇଚାରାକୁ ଆଧାର କରି ଭାରତ ମାତା କହି ଥାଇ ପାରନ୍ତି ।
କିନ୍ତୁ ଗାନ୍ଧିଜୀଙ୍କୁ ଜାତିର ପିତା କହିବା ଉପରେ ଅନେକ ପ୍ରମାଣ ଖୋଜୁଛନ୍ତି। ଖୋଜିବା ବି ସ୍ବାଭାବିକ । ଅଖଣ୍ଡ ଭାରତ ମରଦ ପୁରୁଷ ଭରତ ନାଁରେ ।ପୁଣି ମାତା ସ୍ତ୍ରୀ ଲିଙ୍ଗ ସମ୍ବୋଧନ ହେଉଛି । ଯାହା କୁହନ୍ତୁ ୨ ଟି ପ୍ରଶ୍ନ ଅଡ଼ୁଆ ସୂତାରେ ଛନ୍ଦି ହୋଇ ଅଣ ନିଶ୍ବାସୀ ହୋଇ ପଡ଼ିଛି । ଏହା ମୋର ଏକ ଉପସ୍ଥାପନ ମାତ୍ର ।🙏

Leave a Reply

Your email address will not be published. Required fields are marked *