Spread the love


ଜୀବନରେ ୩ଟି ଜିନିଷ କେବେ ଫେରିଆସେ ନାହିଁ ।ସମୟ,କଥା ଓ ସୁଯୋଗ ।

ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ ।

ଆଘାତ ” ଶାରୀରିକ ହେଉ କି ମାନସିକ ହେଉ କଷ୍ଟ ତ ମିଳିଥାଏ ।ହେଲେ ସେମାନଙ୍କ ମଧ୍ୟରେ ଫରକ କେବଳ ଏତିକି ଯେ,ଶାରୀରିକ ଆଘାତ ଆମକୁ କଷ୍ଟ ଦେଇଥାଏ ଆଉ ମାନସିକ ଆଘାତ ଜଣକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ

ଭଗବାନଙ୍କର ଅଦାଲତରେ ଓକିଲ ଦରକାର ନାହିଁ ।ନିରବ ରୁହି କର୍ମ କରି ଚାଲନ୍ତୁ, ସମସ୍ତଙ୍କର ହିସାବ ଚାଲିଛି ।

ଘଡି Detergent ଠାରୁ ବି ଅଧିକ ଖରାପ ହୋଇ ଗଲାଣି ଏ Life..! ଲୋକେ ଦରକାର ବେଳେ Use ତ କରୁଛନ୍ତି କିନ୍ତୁ ତା ପରେ ଆଉ ବିଶ୍ୱାସ କରୁ ନାହାନ୍ତି ।

       

   

ଦୁଃଖୀ ମଣିଷର ଲୁହ ଏକା ସାଥି
ସୁଖର ସାଥି ତ ହସ,
ଓଠ ପିଇଯାଏ ଲୁହର ନଈକୁ
କ୍ଲାନ୍ତ ମନ ହୁଏ ତୋଷ।

ସମ୍ମାନ ଦେବା ଯଦି ଶିଖିବାର ଅଛି ତାହେଲେ କଲମ ଠାରୁ ଶିଖ କାହିଁକି ନା ଯେତେବେଳେ ବି ସେ ଚାଲିଥାଏ ମୁଣ୍ଡ ନୁଆଁଇ ଚାଲିଥାଏ ।

ଗରିବ ହେଲେ ଲୋକେ ଅଣଦେଖା କରିବେ,ପରିଶ୍ରମ ନ କଲେ ଲୋକେ ହସିବେ ଆଉ ସଫଳତା ପାଇଲେ ଲୋକେ ଜଳିବେ ।

ପ୍ରତ୍ୟେକ ଜିନିଷ Easy, ଯେତେବେଳେ ତୁମେ Busy ଥାଅ କିନ୍ତୁ କୌଣସି ଜିନିଷ Easy ନୁହେଁ,ତୁମେ ଯେତେବେଳେ ତୁମେ Lazy ଥାଅ ।

      

Leave a Reply

Your email address will not be published. Required fields are marked *