ଖୋଲିଲା ରତ୍ନ ଭଣ୍ଡାର ଗୁମର…. ୩ ତାଲାକୁ ୨ ଚାବି, ଖୋଲା ପଡିଥିଲା ସିନ୍ଦୁକ !
▪️ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା
▪️ଓଟିଭିକୁ ସାକ୍ଷାତକାର ଅବସରରେ ବଡ଼ ତଥ୍ୟ ଦେଲେ ଜଷ୍ଟିସ ରଥ
▪️ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲେ ବି ଚାବି ୨ଟି ଥିବା କହିଲେ
▪️ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା’
▪️‘ତାଲା ଏବଂ ଚାବି ଦେଖିବା ପରେ ଏ ଚାବି ଏ ତାଲାର ନୁହେଁ ଜାଣିଥିଲୁ’
▪️‘ବିଲାତ ଅମଳର ତାଲା ପାଇଁ ଦିଆଯାଇଥିଲା ୨ଟି ଛୋଟ ଚାବି’
▪️‘ଭିତର ଭଣ୍ଡାରରେ ପଡ଼ିଥିଲା ୩ଟି ତାଲା , କିନ୍ତୁ ଥିଲା ୨ଟି ଚାବି’ !.
📌ଖୋଲା ପଡ଼ିଥିଲା ସିନ୍ଦୁକ !
▪️ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା
▪️ଲୁହା ସିନ୍ଦୁକ ଥିଲା, ୨ଟି ତାଲା ପଡ଼ିବା ବ୍ୟବସ୍ଥା ଥିଲା, ପଡ଼ି ନଥିଲା’
▪️‘ଗୋଟିଏ ତାଲା ଠିକ୍ ପଡ଼ିଥିଲା, ଅନ୍ୟ ତାଲାର ଛିଟିକିଣି ଓହଳିଥିଲା’
▪️୨ଟି କାଠ ସିନ୍ଦୁକରେ ତାଲା ନଥିଲା, ଖୋଲା ପଡ଼ିଥିଲା- ଜଷ୍ଟିସ ରଥ
▪️‘୭୮ ମସିହାରେ ବହୁ ବିଦ୍ବାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ’
▪️ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବା ମୋର ବିଶ୍ବାସ ହେଉନି’ !.
📌 ‘ତାଲିକା ୨୦୧୮ରେ କରାଯାଇ ଥାଇପାରେ’
▪️ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା
▪️ମିଳିଥିବା ପୂର୍ବ ତାଲିକା ସଂପର୍କରେ ଜଷ୍ଟିସ ରଥଙ୍କ ପ୍ରତିକ୍ରିୟା
▪️‘ଲଫାପାରେ ଆମକୁ ଚାବି ସହ ଏକ ତାଲିକା ବି ଦିଆଯାଇଛି’
▪️୭୮ର ତାଲିକା କୁହାଯାଉଥିଲେ ବି ୨୦୧୮ରେ ପ୍ରସ୍ତୁତ କରାଯାଇ ଥାଇପାରେ’
▪️‘ମୁଁ କହିବି ୧୮ରେ ଯେଉଁ ଚାବି ମଳିଲା, ସେତିକିବେଳେ ରଖାଯାଇ ଥାଇପାରେ’
▪️‘ଯଦି ୭୮ର ତାଲିକା , ତେବେ ସେଥିରେ ପୁରୁଣା ଚାବି ରହିବା କଥା’
▪️‘କିନ୍ତୁ ୨୦୧୮ରେ ତତ୍କାଳୀନ ଜିଲ୍ଲାପାଳ କହିଲେ ଡୁପ୍ଲିକେଟ ଚାବି ମିଳିଲା’ !.
📌 ‘ଦୁରାବସ୍ଥାରେ ରତ୍ନଭଣ୍ଡାର’
▪️ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା
▪️ରତ୍ନଭଣ୍ଡାର ଦୁରାବସ୍ଥାରେ ଥିବା କହିଲେ ଜଷ୍ଟିସ ରଥ
▪️ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୁରାବସ୍ଥା ଭଳି ଲାଗିଲା’
▪️ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା’
▪️ପ୍ରଥମେ ଦେଖିଲୁ କିଛି ଛୋଟ ଛୋଟ ଧାତୁ ନିର୍ମିତ ଠାକୁର ମୂର୍ତ୍ତି’
▪️ମୂର୍ତ୍ତି ଗୁଡ଼ିକ ଖଟୁଳି ଉପରେ ଥିବା ଆମେ ଦେଖିବାକୁ ପାଇଲୁ’ !.