ସାହାସଅଛିଯଦିନବୀନଙ୍କୁଗିରଫ_କର !.
ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଉ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ । ଏହି ବକ୍ତବ୍ୟକୁ ପ୍ରୋସିଡିଙ୍ଗରୁ ବାଦ୍ ଦିଆଯାଉ । ସାହାସ ଅଛି ଯଦି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କର. ନବୀନ ଙ୍କୁ ଗିରଫ କରିବା ତ ଦୂରର କଥା ଛୁଇଁ କି ଦେଖନ୍ତୁ.. ତିନି ଥର କେନ୍ଦ୍ରମନ୍ତ୍ରୀ ଛ ଥର ମୁଖ୍ୟମନ୍ତ୍ରୀ ଯାହାଙ୍କୁ ବିଶ୍ୱର ବଡ଼ ବଡ଼ ନେତା ପସନ୍ଦ କରନ୍ତି ତାଙ୍କ ଉପରେ ଏଭଳି କଥା କହିବା ହାସ୍ୟସ୍ପଦ..
