Spread the love

…………………………………..
୧. ପ୍ରଥମେ ଜାତକ ତିଆରିରେ ଠିକ୍ ସମୟ ଓ ଦିନ ରହିବା ଦରକାର,
୨. ଜାତକ ମେଳକରେ କାହାରି ଦଶ ଘର ମେଳ ହୋଇ ପାରି ନ ଥାଏ,
୩. ଜାତକ ଦେଖିବାରେ କେବଳ ସାମାନ୍ୟ୍ ଶୁଭା ଶୁଭ ଦେଖୁ ନିଜର ଲକ୍ଷ୍ୟକୁ ନେଇ ଆଗେଇବା ଦରକାର,
୪. ସମୟ ଅନୁସାରେ କେବଳ ସାତ ଦିନ, ଦିନ ଓ ରାତି ର ହିସାବକୁ ନେବା ଦରକାର ,
୫. କୌଣସି ବ୍ୟବସ୍ଥାରେ ତାରିଖକୁ ଗୁରୁତ୍ୱ ଦେବା ଦରକାର ନୁହେଁ,
୬. ତୁମ କାର୍ଯ୍ୟର ସଫଳତା ତୁମର ମନ, ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନିଷ୍ଠା ଉପରେ ସମ୍ପୂର୍ଣ ନିର୍ଭର କରେ,
୭. କାର୍ଯ୍ୟର ଅଘଟଣ ପାଈଁ ତୁମ କାର୍ଯ୍ୟ କରିବାର ଶୈଳୀ ହିଁ ଉତ୍ତର ଦାୟୀ ହୋଇଥାଏ ,
୮. କାର୍ଯ୍ୟର ସଫଳତା ପାଇଁ ପାରିପର୍ଶ୍ଵିକ ସହଯୋଗ ମଧ୍ୟ ଜରୁରୀ ହୋଇଥାଏ,
୯. ଅତୀତ ରେ ତିଥି, ସମୟ କୁ ବହୁତ ବଡ ବଡ ମୁନି ଋଷିଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଇ ମଧ୍ୟ ରାମ- ସୀତା, ନଳ – ଦମୟନ୍ତୀ, ଦ୍ରୌପଦୀ -ଅର୍ଜୁନ….,ଏବଂ ରାବଣ – ମନ୍ଦୋଦରୀ ଇତ୍ୟାଦିଙ୍କ ଅଵସ୍ଥା ସାଙ୍ଘାତିକ ହୋଇଥିଲା,
୧୦. ପରିଶେଷରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ନେଇ ଆମେ ଅଜ୍ଞ, କିନ୍ତୁ କାର୍ଯ୍ୟ ନିଶ୍ଚିତ ଶୁଭସ୍ୟ ଶୀଘ୍ର ହେବା ଦରକାର୍ ।।

Leave a Reply

Your email address will not be published. Required fields are marked *