Spread the love

ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ସଙ୍କଟ ମାଡିବସିଛି। ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କାଫିଲକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟ‌ରେ ଅଟକାଇ ଦିଆଯାଇଥିଲା।*

 

*ସେହିପରି ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୁଲିସ ପହଞ୍ଚିଯାଇଥିଲା। ଏହି ସମୟ‌ରେ ପୁଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଥିଲେ।*

Leave a Reply

Your email address will not be published. Required fields are marked *