Spread the love

ଭାଗବତ ଗୀତାରେ ଅତି ବିଚିତ୍ର କଥା କୁହାଯାଇଛି, ଯେ ଆପଣ ଯୋଉଠି, ଯେଉଁ ବର୍ଣ୍ଣରେ, ଓ ଯେଉଁ ପରିବାର ଯେମିତି ପରିସ୍ଥିତି ରେ ଅଛନ୍ତି କେବଳ ତାହାର ସଦ ଉପଯୋଗ କରିଦେଲେ ମୁକ୍ତି ଆପେ ଆପେ ମିଳିଯିବ, କୁଆଡେ ଯିବା କିମ୍ବା ବେଶୀ ଅଧୟନ କରିବା ଆବଶ୍ୟକ ନାହିଁ,, ସ୍କୁଲ କଲେଜ ଯିବା ନ ଯିବା ଅଧିକା ପାଠ ପଢିବା ଦରକାର ନାହିଁ,, କହିବାକୁ ଗଲେ ବିଲକୁଲ ପାଠ ପଢିବା ବି ଦରକାର ନାହିଁ,, ମଣିଷ କେବଳ ଜଣେ ମଣିଷ ହେବା ଆବଶ୍ୟକ,,, ଆଜିର କାହାଣି ତାହାରି ଉପରେ ଆଧାରିତ ଏକ ଅଦ୍ଭୂତ ସତ୍ୟ କାହାଣୀ, କିପରି ଜଣେ ବିଲକୁଲ ସ୍କୁଲ ଯାଇଁନଥିବା ବ୍ୟକ୍ତି ବିଶ୍ୱ ପ୍ରସିଦ୍ଧ ହୁଏ,,, ଘଟଣା ଇଉରୋପ ଦେଶର, ସେ ମହାନ ବ୍ୟକ୍ତି ଙ୍କ ନାଁ (Lionard vinci) ତାଙ୍କ ଲିଖିତ 240 ପୃଷ୍ଠା ର ପୁସ୍ତକ ନାଁ (CodexLeicester)1994 ମସିହାରେ ଇଟାଲୀ ରେ ଏକ ପ୍ରସିଦ୍ଧ ପେକ୍ଷାଳାୟରେ ମହାନ ହସ୍ତୀ ମାନଙ୍କ ମଧ୍ୟରେ ନିଲାମ ହେଇଥିଲା,, ଯାହାକୁ କିଣିବାକୁ ପୃଥିବୀର ବଡ଼ ବଡ଼ ଧନୀ ଲୋକମାନଙ୍କୁ ସେଠାରେ ଦେଖିବାକୁ ମିଳିଥିଲା, ପୁସ୍ତକ ଟି ଭାରତୀୟ ମୁଦ୍ରାରେ 400 କୋଟି ଟଙ୍କାରେ ବିକ୍ରି ହେଇଥିଲା,, କିଣି ଥିବା ବ୍ୟକ୍ତି ଥିଲେ ମାଇକ୍ରୋସଫ୍ଟ କମ୍ପାନୀ ର ମାଲିକ ଶ୍ରୀ (ବିଲ୍ଲଗେଟ୍ସ) ସେତେବେଳେ ଗେଟ୍ସ ପୃଥ୍ୱୀବର ସର୍ବୋଚ୍ଚ ଧନୀ ଥିଲେ, ତାଙ୍କ ବାଲ୍ୟ ଜୀବନ ଶୈଳୀ ବି ପୁସ୍ତକ ଲେଖକ ଲିଓନର୍ଡ ପରି ଥିଲା,, ପୁସ୍ତକ କିଣି ସାରିବା ପରେ ଯୋଉ ଦୁଇପଦ କଥା କହିଥିଲେ ଗେଟ୍ସ, ତା ପରଦିନ ସମସ୍ତ ଖବର କାଗଜ ରେ ହେଡ଼ ଲାଇନ ହେଇଥିଲା ଯେ ଲିଓନର୍ଡ ଙ୍କ ଆତ୍ମା ଗେଟ୍ସ ଙ୍କୁ ସେଇ ପୁସ୍ତକ ଦେଇଥିଲା,,, ସେ ପୁସ୍ତକ ରେ ଅଛି କଣ,, ଆଜିର ବିଷୟ ତାହାରି ଉପରେ,, ଲିଓନର୍ଡ ଙ୍କ ଜନ୍ମ 15 ଏପ୍ରିଲ 1452 ମସିହାରେ ପିଲାଦିନରୁ ଏକୁଟିଆ ରହିବାକୁ ପସନ୍ଦ କରୁଥିଲେ,, ଧୀରେ ଧୀରେ ବଡ଼ ହେଲେ,,,ସ୍କୁଲ ଯିବାକୁ ମନ ହେଲାନି,, ପିତା ମାତା ଭାବିଲେ ଅଯୋଗ୍ୟ ସନ୍ତାନ ଜନ୍ମ ନେଇଛି,,, ସମସ୍ତେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ,,, କିନ୍ତୁ ସେ କରୁଥିଲେ ଗବେଷଣା,, ପ୍ରଥମେ ଚିତ୍ରକାର ହେଲେ, ମାତ୍ର 15 ବର୍ଷ ବୟସରେ ଯୋଉ ଚିତ୍ର ଆଙ୍କିଥିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ,, ପୁଣି ଆରମ୍ଭ କଲେ ଗବେଷଣା ମଣିଷ ପାଇଁ ଔଷଧ,,, କିପରି ବେମାରୀ ହେଲେ ବିନା ଚେରି ମୂଳ ଦ୍ୱାରା ଆରୋଗ୍ୟ ହେବେ,ମଣିଷ ମାନଙ୍କ ସହିତ ପଶୁ ଜନ୍ତୁ ସାମଞ୍ଜସ୍ୟ କଣ,, ସେମାନେ କାହିଁକି ନିରୋଗୀ ରହୁଛନ୍ତି,, ସେ ମଣିଷର ଆଖି କୁ ମୁଖ୍ୟ ବୋଲି କହି ଅନେକ ଲୋକଙ୍କ ବେମାରୀ ଭଲ କଲେ,, କେମିତି ଭାବନା ସେମିତି ଆଖି ର ଦୂର୍ଷ୍ୟ ହେବା ଆବଶ୍ୟକ,,, ତାପରେ ମଣିଷ ସୃଷ୍ଟି କେମିତି ହେବା ଦରକାର,, ପୁରୁଷ ସ୍ତ୍ରୀ ମଧ୍ୟରେ ଯଦି ଉତ୍ତମ ବୁଝାବଣା ରୁହେ ଓ ସେକ୍ସ ଦୁଇ ଜଣକ ବିନା ସ୍ୱାର୍ଥ ରେ ହୁଏ ଓ ସେଥିରୁ ଯେଉଁ ସନ୍ତାନ ଜନ୍ମ ନିଅନ୍ତି ନିଶ୍ଚିତ ଭଲ ଲୋକ ହେଇ ଜୀବନ ବିତାନ୍ତି,, କହିବାକୁ ଗଲେ ଲିଓନର୍ଡ ମଣିଷର 15 ଟି ତତ୍ୱ ଉପରେ ଗବେଷଣା କରି ପ୍ରସିଦ୍ଧ ହେଇଥିଲେ, ସେ ଆଙ୍କି ଥିବା ବିଶ୍ୱ ପ୍ରସିଦ୍ଧ ଚିତ୍ର (ମୋନାଲିସା)ଟି ଉପରେ ଯାହା କହିଥିଲେ ତାହା ପ୍ରସିଦ୍ଧ ହେଇଥିଲା,, ତାଙ୍କୁ ସେ ଚିତ୍ର ଅଙ୍କିବାକୁ ଲାଗିଥିଲା 16 ବର୍ଷ,, ମୋନାଲିସା ଙ୍କ ଓଠ ଟି ଆଙ୍କି ବାକୁ 14 ବର୍ଷ ଲାଗଥିଲା,, ମୋନାଲିସା ଙ୍କର ଓଠକୁ ଚାରି ଦିଗରୁ ଦେଖିଲେ ଅଲଗା ଲାଗେ,,, ସେ ଚିତ୍ର ମାଧ୍ୟମରେ ଦୁନିଆକୁ ଜଣେଇଲେ ମଣିଷ ର ଆଖି ସବୁ କରାଉଛି ନଚେତ ଚିତ୍ର ଏକ ଅଛି, ଭାବନା ବଦଳୁଛି,,, ସେହିପରି ସମୁଦ୍ର ଓ ନଦୀ ର ପାଣି ଉପରେ କହିଥିଲେ, ସେ ଦୁଇଟି ଦେଖିବାକୁ ଏକା କିନ୍ତୁ ସ୍ୱାଦ ରେ ଫରକ କାହିଁକି?? ମଣିଷକୁ ଏକ ଇନ୍ଦ୍ରୀୟ ନଚେଉଛି, ଲିଓନର୍ଡ 15 ଟି ବିଷୟରେ ମାନସିକ ସ୍ତର ରେ ପିଏଚଡି କରିଥିଲେ,,, ଅଙ୍କ ବିଜ୍ଞାନ ସାହିତ୍ୟ ବିଷୟରେ ମାଷ୍ଟର ଥିଲେ, ସେ କହୁଥିଲେ ମଣିଷ ଜୀବନର ୟେ ସବୁର କିଛି ଆବଶ୍ୟକ ନାହିଁ,, ଅଧିକା ଶିକ୍ଷା ମଣିଷକୁ ଅନ୍ଧକାର କୁ ନିଏ,,, ଗୋଟିଏ ଜିନିଷ ପାଇଲେ ଆଉ କେତେ କେତେ ଜିନିଷ କୁ ହରେଇବାକୁ ପଡେ,,,ସେ ପୁସ୍ତକ ଡେଭିଲ ବାଇବଲ ବି କୁହା ଯାଏ,, ଲିଓନର୍ଡ 2 ମେ 1519 ରେ ମୁର୍ତ୍ତୃ ବରଣ କରିଥିଲେ,,,,

Related Post

Leave a Reply

Your email address will not be published. Required fields are marked *

You Missed