ଅବୁଝା ବାଣୀ //କାତ ବୁଝେନାହିଁ ହାତର ବେଦନା ନାବକୁ ବୁଝେନି ଝଡ,ବଇଶାଖି ଝାଞ୍ଜି ବୁଝେ ନାହିଁ ଜମା ଶୀତ ମଗୁଶୁର ଜାଡ….ରକ୍ତର ସମ୍ପର୍କ ଆଉ ଆତ୍ମାର ସମ୍ପର୍କ ପ୍ରାୟ ଲୁପ୍ତ ହୋଇଗଲାଣି ଏବେ ଏକମାତ୍ର ସ୍ବାର୍ଥର ସମ୍ପର୍କ ଚଳଚଞ୍ଚଳ
କାତ ବୁଝେନାହିଁ ହାତର ବେଦନାନାବକୁ ବୁଝେନି ଝଡ,ବଇଶାଖି ଝାଞ୍ଜି ବୁଝେ ନାହିଁ ଜମାଶୀତ ମଗୁଶୁର ଜାଡ । ନିଜର ଦୁଃଖ କଷ୍ଟ କାହା ପାଖରେ ପ୍ରକାଶ କରିବେ ନାହିଁ, ସମବେଦନା ସୁରେ ସମସ୍ତେ ମଜା ନେବେ, ସୁଯୋଗ ପାଇଲେ ଉପହାସ କରିବେ…