ମଣିଷର ସବୁଠାରୁ ବଡ ଶତ୍ରୁ ହେଉଛି ତାର କ୍ରୋଧ , ଯେପରି ଅଗ୍ନି କାଠରୁ ଜାତ ହୋଇ ସେହି କାଠକୁ ହିଁ ଜାଳି ଦେଇଥାଏ ଠିକ୍ ସେହିପରି କ୍ରୋଧ ଆମ ଶରୀରରେ ରହି ଶରୀରକୁ ନଷ୍ଟ କରିଦିଏ !!
ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି:- ମନୁଷ୍ୟ ଯେତେବେଳେ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ରହି ସେଥିରେ ବିଚ୍ୟୁତ ନ ହୋଇ ଧର୍ମ ପାଳନ କଲେ ସେହି ସନ୍ତୋଷ ହିଁ ତାଙ୍କର ସକଳ କାମନା ପୂରଣ କରି ଦିଏ। ଯଦି ଇନ୍ଦ୍ର…