ପୁରୀ ର 42 ଟି ନାଁ.ଭାରତରେ ଏହା ଏକ ବିରଳ ଦୃଷ୍ଟାନ୍ତ । କୌଣସି ଧାମ, କ୍ଷେତ୍ର ବା ତୀର୍ଥର ବୟାଳିଶିଟି ନାମ ରହିଥିବାର ଜଣାଯାଇ ନାହିଁ
. ପୁରୀର ୪୨ଟି ନାମ (୧) ଶ୍ରୀପୁରୁଷୋତ୍ତମ(୨) ଶଙ୍ଖନାଭି ମଣ୍ତଳ(୩) ଯାମନିକ ତୀର୍ଥ(୪) କମ୍ବୁ କଟକ(୫) ଶ୍ରୀକ୍ଷେତ୍ର(୬) ଉଡ୍ରପୀଠ(୭) ଚରିତ୍ରପୁର(୮)ଭୌମକ୍ଷେତ୍ର(୯) ଚେଳିତୋଳ(୧୦)ଦଶାବତାର କ୍ଷେତ୍ର(୧୧) ନୀଳାଚଳ(୧୨) ନୀଳଗିରି(୧୩) ନୀଳକନ୍ଦର ଧାମ(୧୪) ନୀଳଶୈଳ(୧୫) ନୀଳାଦ୍ରି(୧୬) ନୀଳସୁନ୍ଦର ପର୍ବତ(୧୭) ନୀଳସୁନ୍ଦର ଭୂମି(୧୮) ନିର୍ବାଣ ଧାମ(୧୯) ନୀଳାଖ୍ୟଶୈଳ(୨୦)…