ସ୍ୱାଧୀନ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ତା ମଜଭୁତ ହେଉଥିଲା ବେଳେ ଶିକ୍ଷିତ ଆଜି ବେକାର କାହିଁକି?ଏହାର ପ୍ରତିକାର ଜରୁରୀ ହେଇପଡ଼ିଲେଣି.ସମ୍ପାଦକୀୟ ଦର୍ଶନ ସମୀକ୍ଷା
ସ୍ୱାଧୀନ ଭାରତରେ 1951 ମସିହାରେ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଇଥିଲା. ଯାହାକି ଶିକ୍ଷାର ବିକାଶ ଦିଗରେ ଅଧିକା ସହାୟକ ହେଇଥିଲା. କିନ୍ତୁ କିଏ ଜାଣିଥିଲା ଦେଶର ଶିକ୍ଷାବିତ ମାନେ ଏମିତି ଦେଶକୁ ଆଗକୁ ନେଲେ ଯେ ବର୍ତମାନ ବଡ଼ ବଡ଼…