କର୍ମଫଳ ବଡ଼ ନିଷ୍ଠୁର, ସେ କାହାକୁ ବି କ୍ଷମା ଦିଏନା। ସୁଧମୂଳ ସମସ୍ତଙ୍କୁ ସଠିକ ସମୟରେ ଫେରେଇଦିଏ. ବ୍ରହ୍ମାନନ୍ଦ ପଣ୍ଡା
କର୍ମଫଳ ବଡ଼ ନିଷ୍ଠୁର କିଏ ଜଣେ ବିଦ୍ବାନ ଏକଦା କହିଥିଲେ- 'ଜନ୍ମ' ମଣିଷର ଅସଲ ପରିଚୟ ନୁହେଁ, ମଣିଷର ଅସଲ ପରିଚୟ ହେଉଛି ତା'ର କର୍ମ। ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ-'ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ ହୋଇପାରେ,ମାତ୍ର ପୁରୁଷକାର…