ନରସିଂହପୁର ଐତିହ୍ୟ,ସଂସ୍କୃତି ଓ ପରମ୍ପରା ତଥା ଶ୍ରଦ୍ଧାଳୁଙ୍କ ଭକ୍ତି ଭାବନା ଉପରେ ପ୍ରଶାସନର ପ୍ରହାର ।ଫଟୋ ବି କଥା କହେ ..ଅପ୍ରିୟ କଥାରେ ଅଧ୍ୟାପକ ଅମୀୟ କୁମାର, ନୂଆଦିଲ୍ଲୀ
ଜୟ ମା ପ୍ରଗଳା !ନରସିଂହପୁର ଐତିହ୍ୟ,ସଂସ୍କୃତି ଓ ପରମ୍ପରା ତଥା ଶ୍ରଦ୍ଧାଳୁଙ୍କ ଭକ୍ତି ଭାବନା ଉପରେ ପ୍ରଶାସନର ପ୍ରହାର ।ଫଟୋ ବି କଥା କହେ .. ପବିତ୍ର ନରସିଂହପୁର (ଅରାଟ ମାଟିର) ବୁଦ୍ଧିଜୀବି ମାନଙ୍କ ଚରଣରେ ଏ ଅଧମର ଦଣ୍ଡବତ ପ୍ରଣାମ…