ସେତେବେଳେ କେବଳ “ଡାଇନୋସୋର “ଥିଲେ ବଳଶାଳୀ, ଯେତେବେଳେ ଆମ ପୃଥିବୀ ଶିଶୁ ଅବସ୍ଥାରେ ଥିଲା । ପ୍ରକୃତିର ଏହି ପ୍ରତିକୂଳ ବାତାବରଣ ରେ ପୃଥିବୀ ଥିଲା ନିରବ ଓ ମନୁଷ୍ୟ ମାନେ ଥିଲେ ନିଷ୍ପନ୍ଦ,
ଡାଇନୋସର୍ର ପୃଥିବୀ ନିୟୁତ ନିୟୁତ ବର୍ଷ ତଳର କଥା; ଜନମାନବ ଶୂନ୍ୟ ଆଦିମ ପୃଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ। ଆଗ୍ନେୟଗିରିଗୁଡିକ ଅଗ୍ନି ଉଦ୍ଗିରଣ କରି ଦିଗ୍ବଳୟକୁ ଧୂମାୟିତ କରୁଥିଲେ I ଉଲ୍କାମାନେ ଆକାଶରେ ଦୂରନ୍ତ ଛୁଟି ଯାଉଥିଲେ ଓ ବିଶାଳ…