ପ୍ରତି ସନ୍ଧ୍ୟାରେ କେବଳ ସୃର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ .. ବରଂ ତା ସହିତ ଆମ ମୂଲ୍ୟବାନ ଗୋଟିଏ ସୁନ୍ଦର୍ ଦିନ ସବୁଦିନ ପାଇଁ ସରିଯାଏ, କିଛି ପାଇଲେ ସମସ୍ତେ ଖୁସିହୁଅନ୍ତି, କିନ୍ତୁ ହଜେଇ ଖୁସି ହେଉଥିବା ମଣିଷ ବୁଝିପାରେ ଜୀବନ ର ମାନେ କଣ,,
ସ୍ବାର୍ଥପର ଏହି ମଣିଷ ସମାଜଚଳିବା କଷ୍ଟ ହେଲାଣି,ଭାବିଚିନ୍ତି ଯଦି କଥା ନ କହିବନଷ୍ଟ ହୋଇଯିବ ପୁଣି । ଭଲ ବନନ୍ତୁ ହେଲେ ଏତେ ବି ନୁହେଁ, ନିଜେ ନିଜ ପାଇଁ ହିଁ ଖରାପ୍ ହେଇଯିବେ । ଆମ ଜୀବନ ଶୈଳୀ ଯେତେ…