ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧ୍ବକ ପସନ୍ଦ କରିଥାଏ,କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକି ନା, ଭାବପ୍ରବଣତା ହିଁ ସଦା ସର୍ବଦା ବିପଦକୁ ଡାକି ଆଣିଥାଏ।
ସମୁଦ୍ରରେ ଯେତେବି ଚିନି ମିଶାଅ ତାହା କେବେ ମିଠା ହୋଇଯିବ ନାହିଁ।ଠିକ୍ ସେହିପରି ସ୍ବାର୍ଥପର ଲୋକଙ୍କୁ ତୁମେ ଯେତେ ଆଦର କଲେ ବି ସିଏ କେବେ ନିଜର ହୋଇଯିବ ନାହିଁ। ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ ଦୁଇଟି ଶକ୍ତିର…