ଦିନେ ଏମିତି ଘଟଣା ଘଟିଥିଲା ଏକ ବଡ଼ ଦେଶରେ, ବ୍ୟାଙ୍କ ଲୁଟ କରିବାକୁ ପସିଲା ଜଣେ ଯୁବକ,ସମସ୍ତ ଗ୍ରାହକ ମାନଂକୁ ବିଦା କରି ବନ୍ଧକ ରଖିଲା ତିନୋଟି ମହିଳା ଙ୍କୁ ଭିତରେ ରହିଲା ଛ ଦିନ ଶେଷରେ ଜଣେ ଯୁବତୀ ଙ୍କୁ ପ୍ରେମ କରି ପୁରା ଦେଶରେ ନାଁ କମେଇଲା,ଜେଲରୁ ବାହାରିବା ଦିନ ହଜାର ହଜାର ଲୋକ ତାକୁ ଅପେକ୍ଷା କରିଥିଲେ ଫୁଲମାଳ ଦେବାକୁ, ସେ ହିରୋ ହେଇଯାଇଥିଲା,

ସଜ୍ଜନ ବୃନ୍ଦ, ଆଜି ସନ୍ଧ୍ୟାର ଅଭିବାଦନ ଗ୍ରହଣ କରିବା ସହିତ ବିଚାରକୁ ନିଅନ୍ତୁ ଭଗବାନ ଙ୍କ ଅଦ୍ଭୂତ ଲୀଳା ଯାହା ଘଟିଥିଲା 50 ବର୍ଷ ତଳେ, କିନ୍ତୁ ଆଜି ସେଇ ସତ୍ୟ କାହାଣୀ ଶୁଣିଲେ ପୃଥିବୀରେ ଯେତେ ଦେଶ ଅଛି ଓ…

Read More

नई दिल्ली: PM मोदी सबसे ताकतवर भारतीय, किस नंबर पर योगी; अमित शाह और भागवत भी लिस्ट में

नई दिल्ली: PM मोदी सबसे ताकतवर भारतीय, किस नंबर पर योगी; अमित शाह और भागवत भी लिस्ट मेंThu, 29 Feb 2024 नई दिल्ली: प्रधानमंत्री नरेंद्र मोदी एक बार फिर से…

Read More

ବିଶେଷ ସୂତ୍ରରୁ ଯାହା ଖବର ଆସୁଛି ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ କେନ୍ଦ୍ର ଫିଟାଇବ ମେଣ୍ଟର ବାଟ, କେନ୍ଦ୍ର ଓ ରାଜ୍ୟର ଅଦୃଶ୍ୟ ମେଣ୍ଟ ହେବ ଦୃଶ୍ୟମାନ, ସମୟ କହିବ ଏହା କେତେଦୂର ଠିକ,, ସମ୍ପାଦକୀୟ ଦର୍ଶନ ସମୀକ୍ଷା

ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ-କେନ୍ଦ୍ର ଫିଟାଇବ ମେଣ୍ଟର ବାଟ.. ବିଜୁ ବାବୁଙ୍କୁ ଭାରତ ରତ୍ନ ଦେଇ କେନ୍ଦ୍ର ଫିଟାଇବ ମେଣ୍ଟର ବାଟ, କେନ୍ଦ୍ର ଓ ରାଜ୍ୟର ଅଦୃଶ୍ୟ ମେଣ୍ଟ ହେବ ଦୃଶ୍ୟମାନ । କେନ୍ଦ୍ର କରିପାରେ କିଛି ଯୋଜନା ବିଜେଡି…

Read More

ମୁଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ ର ଯୋଜନା ରଥ କୁ ଆଗକୁ କ୍ଷିପ୍ତ ଗତିରେ ଗଡେଇବାକୁ ଗଞ୍ଜାମ ଜିଲ୍ଲା ଶୀର୍ଷ ରେ ଥିବା ମନେହୁଏ,ଦୈନିକ ହେଉଛି ଧୂଆଁଧାର କାର୍ଯ୍ୟକ୍ରମ, ସାଂସଦ ଓ ବିଧାୟକ ସହିତ ଅନେକ ବିଜେଡି କାର୍ଯ୍ୟକର୍ତା ଉପସ୍ଥିତିରେ ଆଜି ହଜାର ହଜାର ବସ୍ତି ବାସିନ୍ଦା ଙ୍କୁ ବାଣ୍ଟିଲେ ଜମି ପଟ୍ଟା,

୫ ଟି ଆଧାରରେ "ସହରାଞ୍ଚଳ ରୂପାନ୍ତରଣ"କାର୍ଯ୍ୟକ୍ରମ ତରଫରୁ ଆୟୋଜିତ ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ ତଥା ବସ୍ତି ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ବଣ୍ଟନ ସମାରୋହ ସଭାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ କରି ବସ୍ତି…

Read More

ବିଜେପି ରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ,ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ, ଆଉ ନବୀନ ବାବୁ ଭଲ ଲୋକ ରାଜନୀତି ରୁ ଦୂରରେ ରୁହନ୍ତୁ,

BJPରେମିଶିଲେପ୍ରଶାନ୍ତ_ଜଗଦ୍ଦେବ ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବBJP ରାଜ୍ୟ କାର୍ଯ୍ୟାଳୟରେ ମିଶିଲେ ଜଗଦ୍ଦେବବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୋଗଦେଲେସାଂସଦ ଅପରାଜିତା ଷଡ଼ଙ୍ଗୀ, BJP ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ମିଶିଲେନବୀନରାଜନୀତିରୁନିବୃତ୍ତ_ରହନ୍ତୁ- କହିଲେ ପ୍ରଶାନ୍ତ ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ…

Read More

Chamber of Commerce Industries Kashmir Nominates Zeeshan Mohiuddin as Spokesperson and Media Incharge

Chamber of Commerce Industries Kashmir Nominates Zeeshan Mohiuddin as Spokesperson and Media Incharge Srinagar, Feb 28: The Associated Chamber of Commerce and Industry Kashmir (CCIK) on Wednesday Nominates Zeeshan Mohiuddin…

Read More

କନ୍ଧମାଳ : ରାଇଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଳିତ ହେଲା 2024 ବାର୍ଷିକ ଉତ୍ସବ…କୁନା ଦିଗଲ ଦର୍ଶନ ସମୀକ୍ଷା କନ୍ଧମାଳ

କନ୍ଧମାଳ : ରାଇଖୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଳିତ ହେଲା 2024 ବାର୍ଷିକ ଉତ୍ସବ… କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ରାଇଖୋଲ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 2024 ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି…

Read More

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୩ରେ ଶେଷ ହେବ।

ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୩ରେ ଶେଷ ହେବ। ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ନିଜ…

Read More

उत्तर प्रदेश 2011 बैच के IAS अफसर अभिषेक सिंह का इस्तीफा स्वीकार कर लिया गया है केंद्र सरकार से मंजूरी मिलने के बाद UP सरकार ने भी उनके इस्तीफे को स्वीकार कर लिया है,

IAS अभिषेक का इस्तीफ़ा मंजूर ! उत्तर प्रदेश #ब्यूरोक्रेसी के 2011 बैच के #IAS अफसर अभिषेक सिंह का इस्तीफा स्वीकार कर लिया गया है केंद्र सरकार से मंजूरी मिलने के…

Read More

ଏଇମାଟିପାଇଁମୁଁମହାମହିମ- ରାଷ୍ଟ୍ରପତି!.ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ମ୍ୟୁଜିୟମ ଦେଖିପାରିଲେନି ରାଷ୍ଟ୍ରପତିଖିଚିଂ କିଚକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ କଲେ ରାଷ୍ଟ୍ରପତିମନ୍ଦିର ପରିସର ମ୍ୟୁଜିୟମ ଦେଖି ନ ପାରିବାରୁ ଅସନ୍ତୋଷ ବ୍ୟକ୍ତ କଲେମ୍ୟୁଜିୟମ ବନ୍ଦ ଥିବାରୁ ଦେଖିପାରିଲେନି ରାଷ୍ଟ୍ରପତି!.ଏଇମାଟିପାଇଁମୁଁମହାମହିମ- ରାଷ୍ଟ୍ରପତି!.ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣଏଇ ମାଟିର…

Read More