ପହିଲି ଭୋଗ,,,,,ଶ୍ରୀ-ମନ୍ଦିରରେ ମାଟି କୁଡୁଆରେ ପ୍ରସାଦ ରନ୍ଧାହୁଏ ଓ ଘରେ ବୋଉ ଏଇ ମାଟି-ହାଣ୍ଡିରେ ରାନ୍ଧେ ‘ବଢ଼ାଭାତ’। ‘ସକାଳୁ ସକାଳୁ ବୋଉ ଏଇ ‘ବଢ଼ାଭାତ’ ଆମକୁ ପରଶେ’,ବୋଲି ମୁଁ ୟାକୁ ପହିଲିଭୋଗ କୁହେ। *ନିଆରା ଆମ ଓଡ଼ିଆ ଖାଇବା। କି ବାସ୍ନା ଓ ସୁଆଦିଆ !! ୟା ତୁଳନାରେ ଅମୃତ ବି ମୂଲ୍ୟହୀନ।* ବୋଉର ହାତ ରନ୍ଧା କ’ଣ ମନ୍ଦିର ପ୍ରସାଦଠୁ କମ୍ କି ?”(ଅରବିନ୍ଦ ଦାସ)
ପହିଲିଭୋଗ ଅରବିନ୍ଦ ଦାସ - ପହିଲିଭୋଗ ଖାଇବାକୁ ବହୁତ ଇଛା ହେଉଛି। ଚାଲ କାଲି ପୁରୀ ଯାଇ ପହିଲିଭୋଗ ପ୍ରସାଦ ପାଇବା।" ସ୍ତ୍ରୀ ଦୀପା କଥା ଶୁଣି ବିବେକ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା, - କାଲି ଯିବ ? କିନ୍ତୁ…