କାହାକୁ କିଛିବା ଦିଅକି ନଦିଅ କରନାହିଁ କେବେ ହିଂସା, ନିଜର ଯେତିକି ସେତିକିରେ ରହି ଅଧିକ କରନି ଆଶା, ନଚେତ ଭୋଗିବାକୁ ପଡିବ ଯତ କର୍ମ କର୍ତ୍ତଙ୍ଗ ତତ କର୍ମଙ୍ଗ ଭୋଗତମ,,,
"ମୁକ୍ତଅବସ୍ଥା ଆମମାନଙ୍କର ସ୍ଵଭାଵ। ସୁତରାଂ ତାହା ଲାଭ କରିବା ଯାବତୀୟ କାର୍ଯ୍ୟ ଅପେକ୍ଷା ସହଜ। ଧର୍ମଲାଭ କରିବାକୁ ବିଦ୍ୟାବୁଦ୍ଧି, ମୂଳଧନ କିମ୍ବା ବଳବୀର୍ଯ୍ୟର ପ୍ରୟୋଜନ ହୁଏ ନାହିଁ। କେବଳ ପ୍ରାଣଭରା ବିଶ୍ୱାସ ଓ ଭକ୍ତିର ପ୍ରୟୋଜନ ହୁଏ।" କାହାକୁ କିଛିବା ଦିଅକି…