“ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି ଏକାଦଶୀ ପ୍ରାଣୀକୁ ସମସ୍ତ ସଂକଟରୁ ଉଦ୍ଧାର କରେ। ପୁଣ୍ୟ ମାସ ବୈଶାଖ ଯୋଗୁଁ ଏହାର ମହତ୍ତ୍ୱ ଅଧିକ। ସାଧାରଣତଃ ପୁଣ୍ୟ ଅର୍ଜନ କରିବା ନିମିତ୍ତ ସାଧ୍ୟ ଅନୁସାରେ ଦାନ କରାଯାଇଥାଏ। ଏହା ଫଳରେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ। କିନ୍ତୁ ପୁରାଣର ବର୍ଣ୍ଣନା ଅନୁସାର ଦେବ ମହାଦେବ କ୍ରୋଧିତ ହୋଇ ବ୍ରହ୍ମାଙ୍କର ମସ୍ତକ ଛେଦନ କରି ଯେଉଁ ପାପ ଅର୍ଜନ କରିଥିଲେ, ବରୁଥିନୀ ଏକାଦଶୀ ବ୍ରତ ପାଳନ ଫଳରେ ସେ ପାପରୁ ମୁକ୍ତ ହୋଇଥିଲେ। 🙏
⭕‼️⭕ *ବରୁଥିନୀ ଏକାଦଶୀ* ⭕‼️⭕ ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି…