ତ୍ରୟୋଦଶ ଶତାବଦ୍ଧିରେ ପୁରୀର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀ ଙ୍କ ନାମ ଥିଲା ଶ୍ରଦ୍ଧାଦେବୀ ଆଜିର ଶାରଧାବାଲି କୁ ମହାରାଣୀଙ୍କ ନାମରେ ସେତେବେଳେଠୁ ନାମିତ କରାଯାଇଛି. ତାଙ୍କ ପରେ ଇନ୍ଦ୍ରଦୁମ୍ନ୍ନ ରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରି ତିନି ପ୍ରତିମା ତିଆରିକରି ତିନୋଟି ରଥ ନିର୍ମାଣ କଲେ ତିନୋଟି ରଥ କୁ ନେଇ ଶ୍ରୀ ମନ୍ଦିରରେ ପ୍ରତିଷ୍ଠା କରିଥିବାରୁ ସେଇସମୟ ଠାରୁ ରଥଯାତ୍ରା ର ସୃଷ୍ଟି ହୋଇଛି ବୋଲି ଅନେକ ମତଦିଅନ୍ତି
🌹🌹🌹 ଶରଧାବାଲି 🌹🌹🌹 ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ । ଆଜିର ଶରଧାବାଲିକୁ ସେତେବେଳେ ବାଙ୍କି ମୁହାଣ କୁହାଯାଉଥିଲା । ଏହି ବାଙ୍କି ମୁହାଣରେ ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ…