କୃଷି ବିଭାଗ ଓ ରିକି କେଜଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ !.

ପୁଷ୍ଟିକର ମାଣ୍ଡିଆ ଚାଷକୁ ଲୋକପ୍ରିୟ କରିବା ପାଇଁ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରାଯାଇଛି । କୃଷି ବିଭାଗ ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ ମିଳିତ ଭାବେ ଏହି ଗୀତ ପ୍ରସ୍ତୁତ କରିଛନ୍ତି!.

Read More

ଗୃହ ଆରମ୍ଭରୁ ହଟ୍ଟଗୋଳ.

ଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ. ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ କମ୍ପିଲା ଗୃହ. ବିଧାନସଭା ବାହାରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଧାରଣା ଜାରି ରଖିଛି.

Read More

ଆମ ଦେଶରେ ପୋଲିସ ର ଭୂମିକା:

ଆମ ଦେଶରେ ପୋଲିସ ର ଭୂମିକା ବିଷୟରେ ହୁଏତ ରାଜନୀତି ଦଳର ବଡ଼ ବଡ଼ ନେତୃବୃନ୍ଦ ଜାଣିଥିବେ କିନ୍ତୁ ସାଧାରଣ କର୍ମୀ ଟିଏ ବୁଝିପାରେନା. ଯେତେବେଳେ ବଡ଼ ନେତା ମାନଙ୍କ ଡାକରା ଆସେ ଏମାନେ ଏକଜୁଟ ହୁଅନ୍ତି ଧାରଣା ହରତାଳ ଦିଅନ୍ତି…

Read More

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ର ୨୨କର୍ମୀ କୋର୍ଟଚାଲାଣ: ଭୁବନେଶ୍ୱର

ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ସୁରକ୍ଷା ଦାୟିତ୍ୱ ରେ ନିୟୋଜିତ ଥିବା କର୍ତବ୍ୟରତ ପୋଲିସ ସହ ମୁହାଁମୁହିଁ ହୋଇ ହିଂସାକାଣ୍ଡ ଘଟାଇବା ଓ ପୋଲିସ କୁ ଆକ୍ରମଣ କରି ଲହୁ ଲୁହାଣ…

Read More