Spread the love

*ସୋରିଷ ତେଲକୁ ସାଧାରଣତ ଖାଦ୍ୟ ରେ ବ୍ୟବହାର କରାଯାଏ ବୋଲି ବର୍ତମାନ ସମୟରେ ଆଜିର ଯୁବ ପିଢ଼ି ଭାବୁଛନ୍ତି,, କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସୋରିଷ ତେଲ ଶରୀର ରେ ଲଗେଇଲେ ଯେ ଅଧା ରୋଗ ଭଲ କରିବା ସହିତ ବିଭିନ୍ନ ମାନସିକ ରୋଗରୁ ଶାନ୍ତି ମିଳେ,,, ଶୀତ ଦିନେ ଅନେକ ବ୍ୟକ୍ତି ଗାଧୋଇବାକୁ ଇଛା କରନ୍ତିନି,, କାରଣ ପାଣି ପ୍ରବଳ ଥଣ୍ଡା ହେଇଥାଏ, ଏକ ଗବେଷଣା ରୁ ଜଣା ଯାଏ ଶୀତଦିନେ ଗାଧୋଇବା ର 15 ମିନିଟ ପୂର୍ବରୁ ଯଦି ସୋରିଷ ତେଲ ସମ୍ପୂର୍ଣ ଦେହରେ ଲଗେଇ ଅଳ୍ପ ଖରାରେ ବସିବେ ଯେତେ ଥଣ୍ଡା ପଡ଼ୁ ଥଣ୍ଡା ପାଣିରେ ଗାଧୋଇ ବାକୁ ମନ ହେବ,, ଗାଧୋଇବା ପରେ ଜାଣିବେ ଥଣ୍ଡା କେମିତି ଉଭାନ ହେଇଗଲା,, ସେଥିପାଇଁ ଦେହ ରେ ସୋରିଷ ତେଲ ଟିକେ ରଗଡିକି ଘସିବାକୁ ପଡେ,,100 ଗ୍ରାମ ସୋରିଷ ତେଲ କୁ ଏକ ସପ୍ତାହ ରେ ବ୍ୟବହାର କରାଯାଏ,, ପ୍ରଥମ ଦିନ 20 ଗ୍ରାମ, ଦ୍ୱତୀୟ ଦିନ 10 ଗ୍ରାମ,, ତା ପରେ ଦିନେ ଛାଡି ଦିନେ 10 ଗ୍ରାମ ଦେହରେ ଲଗାଯାଇପାରେ,,, ମୁଣ୍ଡରେ ଟିକେ ତେଲ ଲଗେଇ ଘସିବାକୁ ପଡେ,, ପ୍ରଥମ ଦିନ ସମ୍ପୂର୍ଣ ଶରୀର ରେ ଲଗାଯାଏ, କିନ୍ତୁ ଗାଧୋଇବା ବେଳେ କେବଳ ସାବୁନ ମୁହଁ ରେ ଲଗାଯାଏ,, ଅନ୍ୟ କୋଉଠି ଲଗାହୁଏନି,, ଏଥିପାଇଁ ଆପଣ ଆପଣଙ୍କ ଡାକ୍ତର ଙ୍କ ପରାମର୍ଶ ନେଇ ପାରିବେ,, ସବୁଠୁ ଆଶ୍ଚର୍ଯ୍ୟ କଥା ସୋରିଷ ତେଲ ଦେହରେ ବ୍ୟବହାର ବିଷୟରେ ଜଣେ 60 ବର୍ଷ ର ଉର୍ଦ୍ଧ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ନେଇପାରନ୍ତି,, ଯେତେ ଅଧିକା ବୟସର ବ୍ୟକ୍ତି ହେଇଥିବେ ତେଲ ର ବ୍ୟବହାର ଜ୍ଞାନ ସେତେ ଅଧିକା ମିଳିପାରେ,ଜଣେ ମହିଳା ଯଥା ମା ମାଉସୀ, ଆଇ, ଜେଜେ ମା ହେଇଥିଲେ ଅତ୍ୟନ୍ତ ଭଲ,, ଥରେ ବ୍ୟବହାର କରି ଦେଖନ୍ତୁ ଶୀତ ଯେତେ ପଡିଥାଉ ରାତିରେ କମ୍ବଳ ର ଆବଶ୍ୟକ ହେଇନପାରେ,,,*

Leave a Reply

Your email address will not be published. Required fields are marked *