📝 କିଏ କେତେବେଳେ, ଥରେ ଜିତିଗଲେ
ପୁଣି ଆଶା ଵଢିଯାଏ,
ବିନା ସଂଗ୍ରାମରେ,କେ ବଞ୍ଚି ପାରେନା
ମନୁଷ୍ୟ କି ପଶୁ ଟିଏ ।
📝 ଯେଉଁମାନେ ଦାୟିତ୍ଵ ନେଇ ପରିବାରକୁ କରିଥିଲେ ସଜ, ସେମାନେ ଦିନେ ହୋଇଯାଆନ୍ତି ପରିବାରର ବୋଝ ।
📝 କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରିବ ଭାବନ୍ତୁ ନାହିଁ କାରଣ ମଶାଣିରେ ଘର ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ହୋଇଥାଏ ।
📝 ସବୁବେଳେ ଆଗକୁ Focus କର କାରଣ ରାସ୍ତାରେ ହାତୀ ଛୁଆ ଗଲାବେଳେ ପଛରେ ବହୁତ କୁକୁର ଭୁକିଥାନ୍ତି ।
✳ଶୁଭ ସକାଳ✳
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ
▪️▪️▪️▪️▪️▪️▪️▪️▪️▪️▪️