Spread the love Post navigation -ଆମେରିକା ଆକାଶରେ ୩ ଚୀନ ବେଲୁନ ଧ୍ୱଂସ ପ୍ରସଙ୍ଗ-ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା-‘ବେଲୁନଗୁଡିକ କୌଣସି ବେସରକାରୀ ସଂସ୍ଥାର ହୋଇଥାଇପାରେ’-‘ବେଲୁନ କ’ଣ ଥିଲା ଜଣାନଥିଲା, ତେଣୁ ଧ୍ୱଂସ କରି ଖସାଯାଇଥିଲା’-ଚୀନ ବେଲୁନ ଖସାଇଥିବାରୁ କୌଣସି ଅନୁତାପ ନାହିଁ: ବାଇଡେନ୍ ଖୁବଶୀଘ୍ର ହ୍ୱାଟ୍ସଆପ୍ ଆଣୁଛି ଆଉ ଏକ ନୂଆ ଫିଚର୍ସ l
News ଭୁବନେଶ୍ୱର //ମହାଦେବ ପ୍ରଧାନଙ୍କ କବିତା ବହି “ପାହାନ୍ତି ଆକାଶ “ଲୋକାର୍ପିତ Darshan Samikhya Apr 20, 2025 0 Comments
News ନେପାଳରେ ଓଡ଼ିଶୀ ନୃତ୍ୟ ପରିବେଷଣ କଲେ ସୂର୍ଯ୍ୟ ଗୁରୁକୁଳ ଛାତ୍ରଛାତ୍ରୀ//କଟକ ସଦର ଥାନା ଅନ୍ତର୍ଗତ ସୂର୍ଯ୍ୟ ଗୁରୁକୁଳ, ଗୁଆଳିର ଛାତ୍ରଛାତ୍ରୀମାନେ ୧୫ଦିନିଆ ନେପାଳ ଗ୍ରସ୍ତକରି ସ୍ବଦେଶ ଫେରିଛନ୍ତି । ନେପାଳର ପୋଖରା ଠାରେ ମାନବସେବା ଫାଉଣ୍ଡେସନର ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଐତିହାସିକ ଶ୍ରୀଗଣ୍ଡକି ସତ କୁଣ୍ଡିୟ ଗାୟତ୍ରୀ କୋଟିହୋମ ବିରାଟ ଜ୍ଞାନ ମହାଯଜ୍ଞ ରେ ଓଡ଼ିଶାର ନିଜସ୍ଵ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଓଡ଼ିଶାର କଳାସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ Darshan Samikhya Apr 20, 2025 0 Comments
News ସି ପି ଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ//ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଇ ଆଜି ଭୁବନେଶ୍ୱରରେ ଦେହାନ୍ତ ଘଟିଛି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଧାୟକ ଗଣେଶ୍ୱର ବେହେରା, ସିପିଏମ ନେତା ଜନାର୍ଦ୍ଦନ ପତିଙ୍କ ସମେତ ବହୁ ରାଜନେତା ଆଜି ସିପିଆଇ ରାଜ୍ଯ କାର୍ଯ୍ୟାଳୟକୁ ଯାଇ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। Darshan Samikhya Apr 20, 2025 0 Comments