Spread the love

-ମାଛକୁଣ୍ଡ ପୋଲିସ ଦ୍ଵାରା ୭୬୨ କେଜି ଗଞ୍ଜେଇ ଜବତ
-ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ ଗଞ୍ଜେଇ ଜବତ
-ଜବତ ଗଞ୍ଜେଇ ଆନ୍ଧ୍ରକୁ ଚୋରାଚାଲାଣ ହୋଇଥାଆନ୍ତା
-ଚୋରାଚାଲାଣ ପୂର୍ବରୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ
-ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ

Leave a Reply

Your email address will not be published. Required fields are marked *