Spread the love

ସେ ମୋ ପୁଅ ନୁହେଁ- ଜ୍ୟୋତିଙ୍କ ବାପା
ହାଇଟେକ୍‌ ଦ୍ବନ୍ଦ୍ବ: ଜ୍ୟୋତିରଞ୍ଜନ ମଲ୍ଲିକ ବାପାଙ୍କ ପ୍ରତିକ୍ରିୟା.
ଚିକିତ୍ସିତ ବ୍ୟକ୍ତି ନିଜ ପୁଅ ନୁହେଁ କହିଲେ ଜ୍ୟୋତିଙ୍କ ବାପା.
ମୋ ସଂସାର ବୁଡ଼ିଗଲା , ମୋର କେହି ନାହାନ୍ତି କହିଲେ.
ମେଡିକାଲର ଭୁଲ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନି’!.‘ଘଟଣା ଦିନ ପୁଅ ପୋଡି ଯାଇଥିବା ଖବର ପାଇ ମେଡିକାଲ ଆସିଥିଲି’.
‘ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ ବନ୍ଧା ହୋଇଥିବାରୁ ଜାଣିପାରିନଥିଲି’.
ବ୍ୟାଣ୍ଡେଜ ଖୋଲା ପରେ ବ୍ୟକ୍ତି ଜଣଙ୍କ ନିଜ ପରିଚୟ ଦେଇଥିଲା’.
ସନ୍ଦେହ ହେବାରୁ ତାର ଦୁଇ ଗୋଡ ଭଲ ସେ ଚେକ୍‌ କରିଥିଲି’.
ମୋ ପୁଅ ଜ୍ୟୋତି ଗୋଡରେ ଦାଗ ଅଛି , ତା’ ଗୋଡ଼ରେ ନାହିଁ!.

Leave a Reply

Your email address will not be published. Required fields are marked *