Spread the love

ଗଲା 26 ଏପ୍ରିଲ ବୁଧବାର ଦିନ ଭାରତୀୟ ଯୁବକ ଟେଙ୍ଗାରଜୁ ସୁପେୟା ସିଙ୍ଗାପୁର ଜେଲରେ କୁ ଫାସୀ ଦିଆଯାଇଛି.ଘଟଣା ଟି ଘଟିଥିଲା 2014 ଏପ୍ରିଲ ରେ ଜଣେ ଯୁବକ ଏକକୀଲୋ ଗଂଜେଇ ସହିତ ଗିରଫ ହେଲେ ତାଙ୍କ ମଟର ସାଇକେଲ ରେ ଆଣୁଥିଲେ. ପୋଲିସ ଜାଣିବାକୁ ପାଇଲା ଯେ ସୂପେ୍ୟା ସେ ଗଂଜେଇ କୁ ଦେଇଥିଲା ସୁପେୟା ବି ଗିରଫ ହେଲା. ସିଙ୍ଗାପୁର କୋର୍ଟ ରେ କେସ ଚାଲିଲା ଯିଏ ଆଣିଥିଲା ତାର ମୁର୍ତ୍ତୁଦଣ୍ଡ ଏକ ବର୍ଷ ରେ ହେଇଗଲା. କିନ୍ତୁ ସୁପେୟା କୁ କୋର୍ଟ ଚାରିବର୍ଷ ପରେ ମୁର୍ତ୍ତୁଦଣ୍ଡ ମିଳିଲା.. ଯାହାକୁ ବିଭିନ୍ନ ମାନବାକର ସଂସ୍ଥା ମାନେ ବିରୋଧ କଲେ. ଯୁକ୍ତି କଲେ ଡ୍ରଗ୍ସ ତ ସୁପେୟା ଠାରୁ ମିଳିନି ଯାହଠୁ ମିଳିଥିଲା ସେ ମିଛ ରେ ସୁପେୟା ନାମ କହିଥିଲା. ଅଦାଲତ ରେ ପୁଣି ଦୁଇ ବର୍ଷ ଚାଲିଲା.. ଏହିପରି ଭାବରେ ଛ ବର୍ଷ କେସ ଚାଲୁଥାଏ ଏଥିରେ ବ୍ରିଟିଶ ମାବାଧିକାର ପ୍ରସିଦ୍ଧ କର୍ମୀ ରିଚାଡ୍ସନବେନସନ ଙ୍କ ପିଟିସନ ମୁର୍ତ୍ତୁଦଣ୍ଡ ରୁ ମୁକ୍ତି ପାଇଁ ପିଟିସନ କଲେ ରିଚାର୍ଡ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ଙ୍କ ସମାଜସେବୀ ପୁଅ ତାଙ୍କର ଇଉରୋପ ରେ ବହୁତ ନାଁ ଥିବାରୁ ସିଙ୍ଗାପୁର କୋର୍ଟ ରେ ତାଙ୍କର ସହଯୋଗୀ ମାନେ ଯାଇ ଅପିଲ କଲେ ଓ ଅନ୍ତର୍ଜାତୀୟ ମାନବଧିକାର ସଂସ୍ଥା ରେ ସହାୟତା ନେଲେ ପୁଣି ତିନିବର୍ଷ ଚାଲିଲା. ଯେତେବେଳେ ସିଙ୍ଗାପୁର କୋର୍ଟ କହିଲେ ଏତେସଂଖ୍ୟରେ ଗଂଜେଇରେ ଦୁଇସହ ଲୋକଙ୍କୁ ନିଶା ଦ୍ୱାରା ଅକାମି ହେଉଥିବାରୁ ଓ ଆମେ ପୁନର୍ବାର ତିନିବର୍ଷ ନେଲୁ ସଠିକ ତଥ୍ୟ ତଦନ୍ତ କରିଲୁ ଆମେ ପାଇଲୁ ସୁପେୟା ଦୋଷୀ. ତେଣୁ ଫାସୀ ପାଇବା ଦରକାର.. କିନ୍ତୁ ରିଚାର୍ଡ ଯାହା ସିଙ୍ଗାପୁର ପ୍ରଶାସନ କୁ କହିଥିଲେ ହୁଏତ ପୃଥିବୀରେ ଖୁବ କମ ଅଛନ୍ତି କହିପାରବେ ସେ ତାଙ୍କ ଜୀବନର ଅଭିଜ୍ଞତାକୁ ଦୁଃଖରେ ପ୍ରକାଶ କରିଥିଲେ. ସେ ନିଜେ ବହୁତଥର ସିଙ୍ଗାପୁର ସହରରେ ଅନଶନ ରା଼ଲ୍ଲୀ କରିଥିଲେ ତାଙ୍କ ସହିତ ସିଙ୍ଗାପୁର ସାଧାରଣ ଜନତା ବି ଥିଲେ କିନ୍ତୁ ସୁପେୟା କୁ ମୁକ୍ତି କରିପାରିନଥିଲେ…

Related Post

Leave a Reply

Your email address will not be published. Required fields are marked *

You Missed