Spread the love

ସାରା ପୃଥିବୀରେ ବର୍ତମାନ ଏକ ଅଜବ ଘଟଣା ଦେଖିବାକୁ ମିଳୁଛି. ଏଇ ତିରିଶି ବର୍ଷ ମଧ୍ୟରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନ ଖୋଲି ପିଲାମାନଙ୍କୁ ଗୋଟେ ଗୋଟେ ସାର୍ଟିଫିକେଟ ଧରେଇ କାହାକୁ MBA. BE.TECK TECNO ଭଳିଆ ଡିଗ୍ରୀ ଉପାଧି ଦେଇ ଦେଶ ବିଦେଶ ରେ ଚାକିରୀ ଦେଲେ. କିନ୍ତୁ ଏବେ ଦୈନିକ ତିନିହଜାରେ କେବଳ ଆମେରିକା ରେ ଛଟେଇ କରୁଛନ୍ତି. ଯାହାକୁ ବଡ଼ ବଡ଼ କମ୍ପାନୀ ବୋଲି ଶିକ୍ଷିତ ସମାଜରେ କହୁଥିଲେ.. ବର୍ତମାନ ଏମାନଂକୁ ନକଲି ଚାକିରୀ ବୋଲି ଶିକ୍ଷିତ ସମାଜ କହିଲାଣି..

Leave a Reply

Your email address will not be published. Required fields are marked *