Spread the love

1977 ମସିହାରେ ଲଣ୍ଡନ ରେ ଜଣେ ଭାରତୀୟ ବଂଶଜ ଚା. ଜୁଟ ବେପାର କରୁଥିବା ସେଠିଆ ପରିବାର ର ଚତୁର୍ଥ ପୁତ୍ର ରାଜେନ୍ଦ୍ର ସେଠିଆ କିପରି ବାପା ର ବେପାର କୁ ଛାଡି ଜୁଆ କାସିନୋ ପାଣିଜାହାଜ ରେ ପରିବହନ କରି ତିନି ବର୍ଷ ରେ ସବୁଠୁ ଧନୀ ହେଇଥିଲେ. କିନ୍ତୁ ଠିକ ଏହାର ପାଞ୍ଚ ବର୍ଷ ପାରେ ସମ୍ପୂର୍ଣ ଶିଳ୍ପ ବନ୍ଦ ହେଇଗଲା ଆଉ ଜେଲରେ ରହିଲେ ଆସ୍ତେ ଆସ୍ତେ ପୃଥିବୀର କୋଣ ଅନୁକୋଣ ରେ ଥିବା ଅତ୍ୟାଧୁନିକ ମହଲ କୁ ବ୍ୟାଙ୍କ ଗୁଡିକ କବଜା କରି ଦାଣ୍ଡରେ ଠିଆ କରେଇଥିଲେ. ଶେଷକୁ ଏକ 15/12 କୋଠରୀରେ ଜୀବନ ବିତେଇଲେ. ସମୟ ଚକ୍ର କେତେବେଳେ କାହାକୁ କଣ କରିବ କେହି କହିପାରିବେନି..

Leave a Reply

Your email address will not be published. Required fields are marked *