ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ସ୍ଥାନୀୟ “ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ” ତରଫରୁ “ନୂଆଁ ଓ ଯୁବ ଓଡ଼ିଶା..,ନବୀନ ଓଡ଼ିଶା..” କାର୍ଯ୍ୟକ୍ରମରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ, ଭେଷଜ ମହାବିଦ୍ୟାଳୟ ଅଧ୍ୟକ୍ଷା, ଚିକିତ୍ସାଳୟ ଅଧିକ୍ଷକ, ବରିଷ୍ଟ ଶିକ୍ଷାବିତ୍, ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରଧ୍ୟାପିକା, ବହୁ ଡାକ୍ତର, ଡ଼ାକ୍ତରୀ ଅଧ୍ୟୟନରତ ଛାତ୍ର ଛାତ୍ରୀ, ଚିକିତ୍ସାଳୟ କର୍ମଚାରୀ ତଥା ସ୍ବେଛାକୃତ ରକ୍ତଦାତା ମାନଙ୍କ ଗହଣରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କଲେ

ByDarshan Samikhya

Dec 14, 2023
Spread the love

*ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ସ୍ଥାନୀୟ “ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ” ତରଫରୁ “ନୂଆଁ ଓ ଯୁବ ଓଡ଼ିଶା..,ନବୀନ ଓଡ଼ିଶା..” କାର୍ଯ୍ୟକ୍ରମରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ, ଭେଷଜ ମହାବିଦ୍ୟାଳୟ ଅଧ୍ୟକ୍ଷା, ଚିକିତ୍ସାଳୟ ଅଧିକ୍ଷକ, ବରିଷ୍ଟ ଶିକ୍ଷାବିତ୍, ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରଧ୍ୟାପିକା, ବହୁ ଡାକ୍ତର, ଡ଼ାକ୍ତରୀ ଅଧ୍ୟୟନରତ ଛାତ୍ର ଛାତ୍ରୀ, ଚିକିତ୍ସାଳୟ କର୍ମଚାରୀ ତଥା ସ୍ବେଛାକୃତ ରକ୍ତଦାତା ମାନଙ୍କ ଗହଣରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଭଳି ଏକ ମହତ୍ ସାମାଜିକ ମଙ୍ଗଳ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା.. ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ…।*

Leave a Reply

Your email address will not be published. Required fields are marked *