Spread the love

*ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ-୨୦୨୩ ପାଳନ ଅବସରରେ ସ୍ଥାନୀୟ “ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ( ଆଇ. ଟି. ଆଇ )” ତରଫରୁ ଆୟୋଜିତ “ନୂଆଁ ଓ ଯୁବ ଓଡ଼ିଶା..,ନବୀନ ଓଡ଼ିଶା..” ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ଡ଼ାଃ.ରମେଶ ଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ସ୍ଥାନୀୟ କର୍ପୋରେଟର, ମହାନଗର ନିଗମ ଆୟୁକ୍ତ ଜେ.ସୋନାଲ, ବିଜେଡି ନେତୃବୃନ୍ଦ, କର୍ମୀ, ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ବହୁ ଗଣ୍ୟମାନ୍ୟ ଶିକ୍ଷାବିତ୍ ତଥା ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଯୋଗଦେଇ, “ବର୍ଜ୍ୟବସ୍ତୁକୁ ସାମାଜିକ ଉପାଦେୟତାରେ ରୁପାନ୍ତିକରଣ, ସବୁଜ ଦକ୍ଷତା ତଥା ସନ୍ତୁଳନ ରକ୍ଷା ସନ୍ଦର୍ଭ” କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ…।*

Related Post

Leave a Reply

Your email address will not be published. Required fields are marked *

You Missed