Spread the love

ଦୁନିଆର ସବୁଠାରୁ ସୁନ୍ଦର ଜିନିଷ ହେଉଛି “ନିଦ”,ଯାହା ମଣିଷକୁ କିଛି ସମୟ ପାଇଁ ସବୁ ଦୁଃଖ କଷ୍ଟରୁ ମୁକ୍ତ କରିଦେଇ ଥାଏ।

ଦୋଷ ନକରି ଯଦି ଦୋଷୀ ହୋଇଯିବେ, ସେତେବେଳେ ଚୁପ୍ ରହିବା ସବୁଠାରୁ ଭଲ,କାରଣ ଚିତ୍କାର କରି କେବେବି ନିର୍ଦ୍ଦୋଶର ପ୍ରମାଣ କରାଯାଏ ନାହିଁ।

ପ୍ରକୃତିର ନିୟମ ଅନୁସାରେ ସମସ୍ତେ ଚଳିବାକୁ ବାଧ୍ୟ । ପ୍ରକୃତିକୁ କେହି ବାଧା ଦେଇପାରିବେ ନାହିଁ । ପ୍ରାକୃତିକ ନିୟମକୁ କେହି ବଦଳାଇ ପାରିବ ନାହିଁ।

ଯେଉଁ ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସ୍କାର, ବ୍ୟାପାର ପୂର୍ବରୁ ବ୍ୟବହାର ଓ ଭଗବାନଙ୍କ ପୂର୍ବରୁ ପିତାମାତାଙ୍କୁ ଚିହ୍ନି ଯାଏ ତା Life ରେ କେବେ ବି କୈାଣସି Problem ଆସିନଥାଏ।

        

ଅଦିନିଆ ବନ୍ଧୁ ଉଡା ଚଢେଇ ସେ
ଫୁରକିନା ଉଡିଯାଏ,
ଅସରନ୍ତି ସ୍ନେହ ଶ୍ରଦ୍ଧା ପ୍ରେମ ଭାଷା
ନିମିଷକେ ଦୂର ହୁଏ ।

ଅସଜଡା ସମ୍ପର୍କ ଅଡ଼ୁଆ ସୂତା ପରି, ତାକୁ ଯେତେ ସଜାଡ଼ିବାକୁ ଚାହିଁଲେ ସଜାଡି ହେବ ନାହିଁ ତେଣୁ ସମୟ ଥାଉ ଥାଉ ନିଜ ରାସ୍ତା ବାଛିବା ଶହେ ଗୁଣ ଭଲ ।

ଜୀବନରେ ପାଦ ଖୁବ୍ ସାବଧାନତାର ସହିତ ପକାଅ କାରଣ ବହୁତ ଲୋକ ଅପେକ୍ଷା କରିଅଛନ୍ତି କେବଳ ତୁମର ଗୋଟିଏ ଭୁଲ୍ ଧରିବା ପାଇଁ ।

କିଛି ଲୋକ ଆମ Society ରେ ଏମିତି ବି ଅଛନ୍ତି ଯେଉଁମାନେ ନିଜ ସନ୍ତାନ Front ରେ ନିଜ ପିତାମାତାଙ୍କୁ ଅସମ୍ମାନ କରନ୍ତି ବା ଅପମାନ କରନ୍ତି କିନ୍ତୁ ଠିକ୍ ସେହିଭଳି ବ୍ୟବହାର ନିଜ ସନ୍ତାନ ଠାରୁ ତାଙ୍କୁ Future ରେ ମିଳିବ ଏହି ଗୋଟିଏ ଜିନିଷ ସେମାନେ ଭୁଲି ଯାଆନ୍ତି ।

ସତ କହିଲେ ହୁଏତ ଅନେକ ଆପଣଙ୍କ ପାଖରେ ରହିବେ ନାହିଁ….କାରଣ ଜୀବନ ରେ ସବୁବେଳେ ଦୁଇଟି ରାସ୍ତା ପଡିଥାଏ, ଯୋଉ ରାସ୍ତା ଚିକଣିଆ ଅନେକ ସେଇରାସ୍ତାରେ ଯିବାକୁ ପସନ୍ଦ କରନ୍ତି, ଅବଡା ଖାବଡ଼ ରାସ୍ତାରେ ଚାଲିବାର ଆନନ୍ଦ ରାସ୍ତା ଶେଷ ରେ ଅନୁଭବ ହୁଏ,ତଥାପି ବି ଆପଣଙ୍କ ସତସଙ୍ଗ ଛାଡ଼ନ୍ତୁ ନାହିଁ କାରଣ ସତ ପଥ ମଣିଷକୁ ମୁକ୍ତି ଦିଏ, ଆଉ ମିଛ ମଣିଷକୁ ଧ୍ୱଂସ କରେ,


Related Post

Leave a Reply

Your email address will not be published. Required fields are marked *

You Missed