Spread the love

ଭାରତର ପାଣିପାଗ ନେଇ ବଡ ଚେତାବନୀ, ତାପମାତ୍ରା ୩ ଡିଗ୍ରୀ ବଢିଲେ ଭୟଙ୍କର ହେବ ସ୍ଥିତି

ନୂଆଦିଲ୍ଲୀ ୨୯/୦୧: ଆଗକୁ ସ୍ଥିତି ଭୟଙ୍କର । ଭୋକରେ ମରିବେ ଲୋକେ, ନଷ୍ଟ ହେବ ଫସଲ । ଅଦିନିଆ ବର୍ଷା ଓ ବନ୍ୟାର ସାମ୍ନା କରିବେ ଦେଶବାସୀ । ଭାରତର ଜଳବାୟୁ ନେଇ UAE ବିଶେଷଜ୍ଞଙ୍କ ଚେତାବନୀ । କହିଲେ ୯୦ ପ୍ରତିଶତ ଶୁଖିଯିବ ହିମାଳୟ । ଯଦି ଦେଶର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ, ତେବେ ହିମାଳୟର ୯୦ପ୍ରତିଶତ ଏକ ବର୍ଷରୁ ଅଧିକ ସମୟ ଧରି ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବେ ।
ଅନୁସନ୍ଧାନରୁ ଜଣାପଡିଛି ଆଗକୁ ସ୍ଥିତି ଭୟଙ୍କର ହେବାକୁ ଯାଉଛି । ଅନୁସନ୍ଧାନ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହାର ତଥ୍ୟ କ୍ରାଇମେଟ୍ ରେଞ୍ଚ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହାର ସବୁଠାରୁ ଖରାପ ପ୍ରଭାବ ପଡିବ ହିମାଳୟ ଉପରେ । ଏମିତିକି ପିଇବା ପାଣି ଏବଂ ଜଳସେଚନ ପାଇଁ ଜଳର ଅଭାବ ଦେଖାଦେବ । ରିପୋର୍ଟ ଅନୁଯାୟୀ, ୮୦ ପ୍ରତିଶତ ଭାରତୀୟ ଉତ୍ତାପ ଚାପର ସମ୍ମୁଖୀନ ହେଉଛନ୍ତି ।
ଯଦି ଏହାକୁ ବନ୍ଦ କରିବାକୁ ପଡିବ ତେବେ ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ଦେଢ ଡିଗ୍ରୀ ସେଲସିୟସରେ ତାପମାତ୍ରା

Leave a Reply

Your email address will not be published. Required fields are marked *