Spread the love

ଶଙ୍ଖ ଏକ ଶୁଭକାର୍ଯ୍ୟ ର ପ୍ରତୀକ…….ସନାତନ ଧର୍ମ ର ବାହନ ମହାଭାରତ ଯୁଧ୍ୟରେ ଶ୍ରୀକୃଷ୍ଣ ସାରଥୀ ଅର୍ଜୁନ ଙ୍କୁ ଶଙ୍ଖ ଧରେଇ କହିଥିଲେ ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଏହାକୁ ଫୁଙ୍କି ଆଗକୁ ବଢନ୍ତୁ ପାର୍ଥ…ସେହିପରି ଆଜିର ଆଧୁନିକ ଯୁଗରେ ବି ମନୁଷ୍ୟ ମାନେ ବିଭିନ୍ନ ସଂଗଠନ ର କାର୍ଯ୍ୟକ୍ରମ ରେ ବ୍ୟବହାର କରୁଥିବାର ଦେଖିବାକୁମିଳେ… ଜୟ ଜଗନ୍ନାଥ ପ୍ରଭୁ 🙏🙏

Leave a Reply

Your email address will not be published. Required fields are marked *