Spread the love Post navigation ଓଡ଼ିଶାକୁମିଳିବନିସ୍ୱତନ୍ତ୍ର_ପାହ୍ୟା: ନିର୍ମଳାପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ‘ଆଗାମୀ ଦିନରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି’‘ଏନେଇ ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି ଆଜି କଟକ ରେ ବାଦାମବାଡ଼ି ପୋଲିସ ଚାରି ଜଣ ଫଳ ବେପାରୀ କୁ ଗିରଫ କଲେ. ଜଣେ ମହିଳା ଫଳ ବାଛି କଳା ଜରିରେ ଓଜନ କରି ପଇସା ଦେଇ ଘରକୁ ଆସି ଦେଖିଲା ବେଳକୁ ଅଧା ସେଥିରୁ ପଚା. ମହିଳା ଜଣକ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ଅନୁଧ୍ୟାନ କରି ଚାରିଜଣକୁ ଗିରଫ କଲେ. ଯାହା ଲୋକଙ୍କୁ ପଚାରିଲେ ଲୋକେ କୁହନ୍ତି ଏହା କିଛି ନୂଆ କଥା ନୁହେଁ ଏମାନେ ପ୍ରାୟତଃ ସବୁଦିନ ଏହିପରି କରିଆସୁଛନ୍ତି.. ଫଳ ବଜାର ର ସଭାପତି କହିଲେ ଫଳ ପେଟିରେ ବହୁତ ପଚା ଫଳ ବାହାରେ ଯଦି କିଏ ଦେଇଥିବ ସିଏ ନିଶ୍ଚିତ ଭୁଲ କରିଛି.. ଦଣ୍ଡ ମିଳିବା ଦରକାର.. ଜନସାଧାରଣ ଏପରି ପୋଲିସ ର ଆକ୍ସନ ମୁଡ଼ କୁ ପ୍ରଶଂସା କରିଛନ୍ତି.
Spirituality सती का भ्रम, श्रीराम एश्वर्य एवं सती का खेद॥श्रीरामचरितमानस.-बालकाण्ड. Darshan Samikhya Sep 20, 2024 0 Comments
Story ମନ ରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ବୋଉ.ବାପା.ପତ୍ନୀ.ପୁତ୍ର…ପୁତ୍ରୀ.ଭାଇଭଗ୍ନୀ.ବନ୍ଧୁସମ୍ପର୍କୀୟ…ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପ୍ରାୟ ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ପଡିଥାଏ !! ପ୍ରକୃତ ଜୀବନ ସାଥିକୁ ଭଲ ପାଅ । ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର । Darshan Samikhya Sep 20, 2024 0 Comments
News 90% of today’s cars will not be seen on the roads in the next 20 years. Leftover cars will either run by electricity or hybrid cars. The roads will slowly become empty. Darshan Samikhya Sep 19, 2024 0 Comments