Spread the love

ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାଁରେ ୪୨୩ ଫୌଜଦାରୀ ମାମଲା.
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ ମାମଲା ବିଚାରାଧୀନ ଥିବା ସୂଚନା.
ସୁନ୍ଦରଗଡ଼ରେ ୫୩ , ଗଞ୍ଜାମରେ ୫୧ , କୋରାପୁଟରେ ୪୮ ମାମଲା.
୧୭ ଜିଲ୍ଲାରେ ସାଂସଦ , ବିଧାୟକଙ୍କ ନାଁରେ ମାମଲା ବିଚାରାଧୀନ ନାହିଁ!.
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି.
ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ନିଆଯାଇଛି ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି.
ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ.ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାଁରେ ୪୨୩ ଫୌଜଦାରୀ ମାମଲା.

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬ ମାମଲା ବିଚାରାଧୀନ ଥିବା ସୂଚନା.

ସୁନ୍ଦରଗଡ଼ରେ ୫୩ , ଗଞ୍ଜାମରେ ୫୧ , କୋରାପୁଟରେ ୪୮ ମାମଲା.

୧୭ ଜିଲ୍ଲାରେ ସାଂସଦ , ବିଧାୟକଙ୍କ ନାଁରେ ମାମଲା ବିଚାରାଧୀନ ନାହିଁ!.

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି.

ତ୍ୱରିତ ଶୁଣାଣି ପାଇଁ କଣ ପଦକ୍ଷେପ ନିଆଯାଇଛି ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି.
ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ କୋର୍ଟ!.

Leave a Reply

Your email address will not be published. Required fields are marked *